ପୁଣି ଇସ୍କନର ମନମାନୀ ଦେଖିବାକୁ ମିଳିଛି। ଲଣ୍ଡନରେ ଇସ୍କନ ପକ୍ଷରୁ ଅଦିନିଆ ସ୍ନାନଯାତ୍ରା। ଲଣ୍ଡନ ନିକଟ ୱାଟ୍‌ଫୋର୍ଡରେ ଅଦିନିଆ ସ୍ନାନଯାତ୍ରା। ଗଜପତି ମହାରାଜାଙ୍କ ବାରମ୍ବାର ବାରଣ ସତ୍ତ୍ବେ ମାନୁନି ଇସ୍କନ । ଇସ୍କନ ଭକ୍ତି ବେଦାନ୍ତ ମାନୋର ପକ୍ଷରୁ ସ୍ନାନଯାତ୍ରା ପାଳନ କରାଯାଇଛି।

Leave a Reply

Your email address will not be published. Required fields are marked *