ଭୁବନେଶ୍ବର IIT କ୍ୟାମ୍ପସ୍‌ ହଷ୍ଟେଲ ବାଲ୍‌କୋନୀରୁ ପଡ଼ି ପିଏଚ୍‌ଡି ଛାତ୍ର ମୃତ । ବଏଜ୍‌ ହଷ୍ଟେଲ୍‌ର ଷଷ୍ଠ ମହଲା ବାଲକୋନୀରୁ ପଡ଼ି ମୃତ ହୋଇଥିବା ସୂଚନା ।ମୃତକଙ୍କ ନାମ ଆନ୍ଧ୍ରପ୍ରଦେଶର ତାନିକୋଣ୍ଡା ନିଶାନ୍ତ କୁମାର, ସେ ପ୍ରତିଷ୍ଠାନରେ ଡକ୍ଟରେଟ ଅଧ୍ୟୟନ କରୁଥିଲେ। ମୃତ ଘୋଷଣା କଲେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ୍‌ ଡାକ୍ତର । ବାପା ମାଆ ଆସିଲା ପରେ ପୋଷ୍ଟମର୍ଟମ କରାଯିବ କହିଲେ ପିଆର୍‌ଓ ଜଣାପଡିଛି ।

ଘଟଣା ପରେ ପୋଲିସ କ୍ୟାମ୍ପସରେ ପହଞ୍ଚି ହଷ୍ଟେଲ ବାସିନ୍ଦାଙ୍କ ଠାରୁ ବୟାନ ସଂଗ୍ରହ କରିବା ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *