ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ବିଜୟଙ୍କ ବଡ଼ ପଦକ୍ଷେପ। ୩ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟରେ ଦସ୍ତଖତ କଲେ ମୁଖ୍ୟମନ୍ତ୍ରୀ ବିଜୟ ।

୧- ୨୦୦ ଯୁନିଟ୍ ମାଗଣା ବିଜୁଳି ମିଳିବ

୨- ଡ୍ରଗ୍ସ ରୋକିବାକୁ ହେବ ଟାସ୍କଫୋର୍ସ

୩- ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଗଠନ ହେବ ସ୍ପେଶାଲ ଟାସ୍କଫୋର୍ସ

Leave a Reply

Your email address will not be published. Required fields are marked *