କେନ୍ଦୁଝର ଟାଉନ ଥାନା ପୋଲିସ ୯ ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିବା ସହ ୫ଟି ବନ୍ଧୁକ ଜବତ କରିଛି । ପୋଲିସ ସେମାନଙ୍କୁ ନରଣପୁର ଶିବ ମନ୍ଦିର ନିକଟରୁ ଗିରଫ କରିଛି । କେନ୍ଦୁଝର ପୋଲିସର ସ୍ୱତନ୍ତ୍ର ଟିମ୍‌ର ମିଳିତ ଉଦ୍ୟମରେ ଏହି ଗିରଫ କରାଯାଇଛି । ତେବେ ଏହି ସମୟରେ ପୋଲିସ ୩୦ଟି ଗୁଳି ସହ ୫ଟି ମାରଣାସ୍ତ୍ର ମଧ୍ୟ ଜବତ କରିଛି ।

By Nirvay

Leave a Reply

Your email address will not be published. Required fields are marked *