aicc-announces-Presidents for 35 Organisational Dists in Odisha
ଭାରତୀୟ ଜାତୀୟ କଂଗ୍ରେସ ଓଡ଼ିଶାର ସମସ୍ତ ୩୫ ଟି ସାଙ୍ଗଠନିକ ଜିଲ୍ଲା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ଘୋଷଣା କରିଛି । ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତିଙ୍କ ଅନୁମୋଦନ ପରେ ନୂଆ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି ।
 
ଆଗକୁ ନୂଆପଡ଼ା ଉପ ନିର୍ବାଚନ ଥିବାବେଳେ ନିର୍ବାଚନ ପୂର୍ବରୁ ଆଶାୟୀ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ଦଳ ନୂଆପଡ଼ା ଜିଲ୍ଲାର ନୂଆ ସଭାପତି ଭାବେ ନିଯୁକ୍ତି ଦେଇଛି ।
 
ସେହିପରି ଭୁବନେଶ୍ୱର ସଭାପତି ଭାବେ ପ୍ରକାଶ ଚନ୍ଦ୍ର ଜେନାଙ୍କୁ ନିଯୁକ୍ତି ମିଳିଛି । କଟକ ଜିଲ୍ଲା ସଭାପତି ଭାବେ ପ୍ରଦୀପ୍ତ କୁମାର ଦାସଙ୍କୁ ଓ କଟକ ସିଟି ସଭାପତି ଭାବେ ଗିରିବାଳା ବେହେରାଙ୍କୁ ନିଯୁକ୍ତି ଦିଆଯାଇଛି ।
aicc-announces-Presidents for 35 Organisational Dists in Odisha

By Nirvay

Leave a Reply

Your email address will not be published. Required fields are marked *