Tag: Odisha Congress

Odisha Congress Leaders in Delhi: ଦିଲ୍ଲୀରେ ଗର୍ଜିବ ଓଡ଼ିଶା କଂଗ୍ରେସ: ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡକରା

ଦିଲ୍ଲୀରେ ଗର୍ଜିବାକୁ ପ୍ରସ୍ତୁତ ହୋଇଛି ଓଡ଼ିଶା କଂଗ୍ରେସ। ରାଜ୍ୟର ସମସ୍ତ ବରିଷ୍ଠ କଂଗ୍ରେସ ନେତା ଓ ବିଧାୟକମାନଙ୍କୁ ଦିଲ୍ଲୀରୁ ଜରୁରୀ ଡକରା ଆସିଥିବା ବେଳେ ଆଜି ହିଁ ସେଠାରେ ପହଞ୍ଚିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି। ଏ ନେଇ ଆଜି ସୂଚନା…

Congress target BJP Govt Over UPI Taxes: ୟୁପିଆଇ କାରବାର ଉପରେ ଟିକସ ନିଷ୍ପତ୍ତିକୁ କଂଗ୍ରେସର ଦୃଢ଼ ବିରୋଧ; ଲୋକଙ୍କଠୁ ଶୋଷିବା ବିଜେପିର କାମ: ଭକ୍ତ ଦାସ

ୟୁନିଫାଇଡ୍ ପେମେଣ୍ଟସ ଇଣ୍ଟରଫେସ (UPI) ଏବଂ ଡିଜିଟାଲ ୱାଲେଟ କାରବାର ଉପରେ ଅତିରିକ୍ତ ଶୁଳ୍କ ଓ ଟିକସ ଲଗାଇବାକୁ ନେଇ କେନ୍ଦ୍ରର ବିଜେପି ସରକାରଙ୍କୁ ଘେରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି। ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ…

OPCC Slams Modi Govt: ଯେଉଁ ଅଟୋମୋବାଇଲ କ୍ଷେତ୍ରରେ ସୁନାମ ଥିଲା, ତାହାକୁ ମଧ୍ୟ ମୋଦୀ ସରକାର ନଷ୍ଟ କରିଦେଲା: କଂଗ୍ରେସ

ଭାରତ ସରକାରଙ୍କ ଇ-୨୦ ପେଟ୍ରୋଲ ନୀତି ତଥା ପ୍ରସ୍ତାବିତ ଖୋର୍ଦ୍ଧା ବସଷ୍ଟାଣ୍ଡକୁ ନେଇ ଓପିସିସି ଗଣମାଧ୍ୟମ ବିଭାଗ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଓପିସିସି ଗଣମାଧ୍ୟମ ବିଭାଗ ଅଧ୍ଯକ୍ଷ ଅରବିନ୍ଦ ଦାସ ନିଜ ପ୍ରତିକ୍ରିୟା…

Resort Politics: ଓଡ଼ିଶା କଂଗ୍ରେସ ବିଧାୟକଙ୍କୁ ଭେଟିଲେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର

କର୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସଙ୍କ ସହ ବେଙ୍ଗଲୁରୁରେ ଓଡ଼ିଶାର କଂଗ୍ରେସ ବିଧାୟକ ମାନଙ୍କ ସହ ସାକ୍ଷାତ କରିଛନ୍ତି । ମାର୍ଚ୍ଚ ୧୬ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ…

Jatani Election: ପୁଣି ନିର୍ବାଚନ ମୈଦାନକୁ ଓହ୍ଲାଇବେ ସୁର ରାଉତରାୟ; ଜଟଣୀରୁ ଲଢ଼ିବା ନେଇ ଦେଲେ ସଂକେତ

ପୁଣି ନିର୍ବାଚନ ମୈଦାନକୁ ଓହ୍ଲାଇବେ ସୁର ରାଉତରାୟ । ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ ସଂକେତ ଦେଲେ ସୁର। କଂଗ୍ରେସ ଟିକେଟରୁ ପୁଣି ଜଟଣୀରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଲୋକେ ଚାହିଁଲେ…

No PUC, No Fuel Rule: ପ୍ରଦୂଷଣ ନାମରେ ସରକାର ଗୁଣ୍ଡାଗିରି କରିବା ବନ୍ଦ କରନ୍ତୁ: ଭକ୍ତ ଦାସ

ରାଜ୍ୟରେ ସାଧାରଣ ଲୋକଙ୍କଠାରୁ ବିଭ୍ରାନ୍ତିକର ପ୍ରଦୂଷଣ ଫାଇନ ଆଦାୟ ଏବଂ ସରକାର ଏହି ଜିଜିଆ କରକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବୀକୁ ନେଇ ପିସିସି ଗଣମାଧ୍ୟମ ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ପ୍ରଦୂଷଣ…

Priyanka Gandhi’s Odisha Visit: ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି

ଆସନ୍ତା ମାର୍ଚ୍ଚ ମାସରେ ଓଡ଼ିଶା ଆସିବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି । ଏନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟର ୧୦ଟି ଜିଲ୍ଲାରେ କଂଗ୍ରେସ ମହିଳା…

Odisha Congress: ମୋକିମଙ୍କ ଚିଠିକୁ ନେଇ ଟାର୍ଗେଟ କଲେ ବରିଷ୍ଠ କଂଗ୍ରେସ ନେତା

ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱ ଉପରେ ମହମ୍ମଦ ମୋକିମ୍ ଖୋଲା ଖୋଲି ପ୍ରଶ୍ନ ଉଠାଇବା ପରେ ମୋକିମଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା। ମୋକିମଙ୍କ ଚିଠି ଓ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା…

Odisha Congress: ସୋଫିଆଙ୍କୁ ଅଣଦେଖା ଭକ୍ତଙ୍କୁ ପଡ଼ିପାରେ ମହଙ୍ଗା

କଂଗ୍ରେସ ବିଧାୟିକା ସୋଫିଆ ଫିରଦୋଷଙ୍କୁ ଅନେକ ଆଗାମୀ ମୁଖ୍ୟମନ୍ତ୍ରୀ ବୋଲି ଭାବୁଛନ୍ତି । ଏଭଳି ଲୋକପ୍ରିୟତା ମଧ୍ୟରେ ତାଙ୍କୁ ଅଣଦେଖା କରିବା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କୁ ମହଙ୍ଗା ପଡ଼ିପାରେ । ଦଳରେ ସୋଫିଆଙ୍କର କ୍ରେଜ ଥିବାବେଳେ…

୨ ଦିନ ହେବ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପଦଯାତ୍ରା; ନୂଆପଡ଼ା ନିର୍ବାଚନ ପରେ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା

ନୂଆପଡ଼ା ଉପ ନିର୍ବାଚନ ପାଇଁ ପଦଯାତ୍ରା ସମୟ ବଦଳାଈଛି କଂଗ୍ରେସ । ଗାନ୍ଧି ଜୟନ୍ତୀରୁ ଅକ୍ଟୋବର ୨ ଓ ୩ ତାରିଖ ମାତ୍ର ଦୁଇଦିନ ହେବ ‘ଗାନ୍ଧୀ ପଥେ ଓଡିଶା’ ପଦଯାତ୍ରା । ମାଲକାନଗିରି ମୋଟୁ ଅଞ୍ଚଳରୁ ପଦଯାତ୍ରା ଆରମ୍ଭ ହେବ…