Koraput Govt college renamed as Govt DAV College, Koraput
କୋରାପୁଟ ସରକାରୀ କଲେଜର ନାମ ବଦଳି ହେଲା ସରକାରୀ ଡିଏଭି କଲେଜ, କୋରାପୁଟ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି ।
 
୧୯୬୮ ମସିହାରେ ଦୟାନନ୍ଦ ଆଂଗ୍ଲୋ-ବୈଦିକ ମହାବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ କୋରାପୁଟର ଶିକ୍ଷା ବିକାଶ ସମିତି ସହଯୋଗରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ୧୯୮୨ ମସିହାରେ ଓଡ଼ିଶା ସରକାର ଏହାକୁ ନିଜ ଅକ୍ତିଆରକୁ ନେଇ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ପ୍ରଦାନ କରିଥିଲେ ।
 
ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୬-୧୨-୨୦୧୨ ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଯେ ଡିଏଭି କଲେଜକୁ କୋରାପୁଟର ସରକାରୀ ମହାବିଦ୍ୟାଳୟ ନାମରେ ନାମିତ କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *