ବେଆଇନ ମାଙ୍କଡ଼ାପଥର ଖାଦାନରେ ବଡ଼ ଧରଣର ଚଢାଉ । ଆଜି ସକାଳୁ ପୋଲିସ ଓ ଖଣି ବିଭାଗ ପକ୍ଷରୁ ମିଳିତ ଭାବେ ଖୋର୍ଦ୍ଧା ଉପକଣ୍ଠରେ ଥିବା ସରଧାପୁର ମାଙ୍କଡ଼ା ପଥର ଖଣି ଉପରେ ଚଢ଼ଉ କରାଯାଇଛି। ଏହି ଚଢ଼ାଉରେ ୨୩ଟି ୪ ଚକିଆ ଗାଡ଼ି, ୧୦ ବାଇକ୍‌ ସହ ୮ ପାୱାର ଟିଲର ଜବତ ହୋଇଥିବା ହୋଇଥିବା ନେଇ ସୂଚନା ଦେଇଛନ୍ତି ଖଣି ଉପନିର୍ଦ୍ଦେଶକ ଦିଲୀପ ସାହୁ । ଏହି ବଡ଼ ଧରଣର ଚଢ଼ାଉରେ ୪୦ଜଣ ପୁଲିସ ଅଧକାରୀ ନିୟୋଜିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *