ତାଜା ଖବର ରାଜ୍ୟ ବେଆଇନ ମାଙ୍କଡ଼ା ପଥର ଖାଦାନରେ ଚଢ଼ଉ; ୩୩ଟି ଗାଡ଼ି ଜବତ March 19, 2025 Papirani ବେଆଇନ ମାଙ୍କଡ଼ାପଥର ଖାଦାନରେ ବଡ଼ ଧରଣର ଚଢାଉ । ଆଜି ସକାଳୁ ପୋଲିସ ଓ ଖଣି ବିଭାଗ ପକ୍ଷରୁ ମିଳିତ ଭାବେ ଖୋର୍ଦ୍ଧା ଉପକଣ୍ଠରେ ଥିବା ସରଧାପୁର ମାଙ୍କଡ଼ା ପଥର ଖଣି ଉପରେ ଚଢ଼ଉ କରାଯାଇଛି। ଏହି ଚଢ଼ାଉରେ ୨୩ଟି ୪…