ଆଜି ବାଲେଶ୍ୱରେ କୋର୍ଟରେ ହାଜର ହେବେ ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ର। ହାଜର ପରେ ରିମାଣ୍ଡ ପାଇଁ ଆବେଦନ କରିବ ଇଓଡବ୍ଲ୍ୟୁ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ଘଟଣାରେ ଗତକାଲି ରାଜାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।

ପୂର୍ବରୁ ଏ ଘଟଣାରେ ୩ ଜଣଙ୍କୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ । ତେବେ ଆଗାମୀ ଦିନରେ ଆହୁରି ବଡ଼ ବଡ଼ ବିଜେଡି ନେତା ତଦନ୍ତକାରୀ ସଂସ୍ଥାର ରଡାରରେ ଆସିପାରନ୍ତି ବୋଲି ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *