ଜବରଦଖଲକାରୀଙ୍କ କବ୍‌ଜାରେ ଜମି । ରାଜ୍ୟରେ ୨୦ ହଜାର ୪୩୫ ଏକର ଅନାବାଦୀ ଜମି କରାଯାଇଛି ଜବରଦଖଲ । ଏ ନେଇ ଆଜି ବିଧାନସଭା ଗୃହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଉତ୍ତର ଦେଇ କହିଛନ୍ତି ରଜ୍ୟରେ ସର୍ବାଧିକ ୭୧୬୦ ଏକର ଜମି ଜବରଦଖଲ ହୋଇଛି ଯାଜପୁରରେ । ସେହିପରି ସମ୍ବଲପୁରରେ ୪୪୦୩, ମୟୂରଭଞ୍ଜରେ ୨୨୨୪ ଅନାବାଦୀ ଜମି ଜବରଦଖଲ ହୋଇଛି । ଏହା ସହ  ରାଜ୍ୟରେ ୪୯୧୮ ଏକର ଗୋଚର ଜମି ମଧ୍ୟ ଜବରଜଖଲ ହୋଇଛି ।

Leave a Reply

Your email address will not be published. Required fields are marked *