ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଭୂପେଶ ବାଘେଲ ଘରେ ଇଡି। ଟଙ୍କା କାରବାର ମାମଲାରେ ଭୂପେଶଙ୍କ ବାସଭବନ ସମେତ ୧୪ଟି ସ୍ଥାନରେ ଇଡି ପକ୍ଷରୁ ସକାଳୁ ସକାଳୁ ଚଢାଉ କରିଥିବା ଜଣାପଡିଛି ।

ଆଜି ସକାଳୁ ଆର୍ଥିକ ଅନିୟମିତତା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେଏଇଡି ଏହି ରେଡ୍ କରୁଛି । ତାଙ୍କ ପୁଅ ଚୈତନ୍ୟ ବାଘେଲଙ୍କ ଘରେ ମଧ୍ୟ ଯାଞ୍ଚ କରାଯାଉଛି ।

Leave a Reply

Your email address will not be published. Required fields are marked *