ବିଧାନସଭାରେ ଏବେ ସ୍ମାର୍ଟ ହେବେ ବିଧାୟକ। ବିଧାନସଭାରେ ଆଉ କାଗଜ ନୁହେଁ ଲାଗିଲା ଟ୍ୟାବ୍ । ଯାହା ଫଳରେ ଏଥର ବିଧାନସଭାରେ ପେପର ନୁହେଁ ଟ୍ୟାବ୍ରେ ପଢ଼ିବେ ବିଧାୟକ। ଆଜି ପେପର୍ ଲେସ୍ ବିଧାନସଭା ଉଦଘାଟନ ହୋଇଛି । ବିଧାନସଭା ଗୃହରେ ସମସ୍ତ ୧୪୭ ବିଧାୟକଙ୍କ ଟେବୁଲରେ ଟ୍ୟାବର ବ୍ୟବସ୍ଥା କରାଯାଇଛି । ଏଥର ବିନା କାଗଜରେ ପ୍ରଶ୍ନୋତ୍ତର କିମ୍ବା ପ୍ରସ୍ତାବ ପଢ଼ିବେ ବିଧାୟକ । ନେଭା ତରଫରୁ ଏହି ବ୍ୟବସ୍ଥା ବିଧାୟକଙ୍କ ପାଇଁ ହୋଇଥିବା ଜଣାପଡିଛି । Post navigation ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକଙ୍କ ପରଲୋକ ଦେଶରେ ୮୦୫ଟି ଆପ୍ସ ଓ ୩୨୬୬ଟି ୱେବସାଇଟ୍ ବ୍ୟାନ୍ କଲେ କେନ୍ଦ୍ର ସରକାର