ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଆଜି ପାରାଦ୍ବୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପତାକା ଦେଖାଇ କଲେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସାଧବ ପୁଅଙ୍କ ଦୁଃସାହସିକ ଜଳଯାତ୍ରାକୁ ସ୍ମରଣ ମୁଖ୍ୟମନ୍ତ୍ରୀ କହିଛନ୍ତି ପାରାଦ୍ବୀପ ପ୍ରଗତିର ମୁଖଶାଳା । କଳିଙ୍ଗର ନୌବାଣିଜ୍ୟ ପରମ୍ପରା ବହୁ ପ୍ରାଚୀନ। ସାଧବ ପୁଅଙ୍କ ଦୁଃସାହସିକ ଜଳଯାତ୍ରା ଆଜି ବି ପ୍ରେରଣା ଦିଏ। ସେମାନଙ୍କ ଉଦ୍ୟମ ବଳରେ ଆମ ରାଜ୍ୟ ବୈଭବଶାଳୀ ହୋଇଥିଲା । ଆମେ ଆଜି ସେହି ହଜାର ବର୍ଷର ଐତିହ୍ୟକୁ ମନେ ପକାଉଛୁ । Post navigation ବ୍ରହ୍ମପୁରରେ ଅଷ୍ଟମ ଫେଲ୍ ନକଲି ଡାକ୍ତର ଗିରଫ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ: ରାଜଧାନୀରେ ଜନଜାତି ଗୌରବ ଦିବସରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ