Tag: Paradeep

JSW’s Steel Project Work In Paradip: ୨ ବର୍ଷରେ ୨ ମୁଖ୍ୟମନ୍ତ୍ରୀ ଗୋଟିଏ କାରଖାନା ପାଇଁ କଲେ ଶିଳାନ୍ୟାସ

୨୦୨୪ ଫେବ୍ରୁଆରୀ ୧୭ ତାରିଖରେ ପାରାଦୀପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଜିନ୍ଦଲ ଷ୍ଟିଲ୍ ୱାର୍କ୍ସ ଇସ୍ପାତ କାରଖାନା ପାଇଁ ଆଧାରଶିଳା ରଖିଥିଲେ। ସେତେବେଳେ ଶିଳ୍ପ ସଚିବ ଥିଲେ ହେମନ୍ତ ଶର୍ମା । ଏହି ମେଗା ଇସ୍ପାତ ପ୍ରକଳ୍ପ ପାଇଁ ୬୫…

Paradip IFFCO Plant Shutdown: ଇଫକୋରେ ସାର ଉତ୍ପାଦନ ବାଧାପ୍ରାପ୍ତ; ଚାଷୀଙ୍କୁ ମିଳିବନି ସାର !

ପ୍ରମୁଖ କଞ୍ଚାମାଲର ଘୋର ଅଭାବ ଯୋଗୁଁ IFFCOର ପାରାଦୀପ ପ୍ଲାଣ୍ଟରେ ସାର ଉତ୍ପାଦନ ସାମୟିକ ଭାବେ ବାଧାପ୍ରାପ୍ତ ହୋଇଛି। ହର୍ମୁଜ୍ ପ୍ରଣାଳୀରେ ବାଧା ସୃଷ୍ଟି ହେବାର ପ୍ରଭାବ ଓଡ଼ିଶାରେ ଶିଳ୍ପ କାର୍ଯ୍ୟ ଉପରେ ପଡ଼ିବା ଆରମ୍ଭ କରିଛି । ପ୍ରମୁଖ କଞ୍ଚାମାଲର…

Kalinga Bali jatra: କଳିଙ୍ଗ ବାଲିଯାତ୍ରାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ପାଖେଇ ଆସୁଛି ବାଲିଯାତ୍ରା। ପାରାଦୀପ କଳିଙ୍ଗ ବାଲିଯାତ୍ରା ଉଦଘାଟନ୍‌ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି। ଏନେଇ ଆଜି ସୂଚନା ଦେଉଛନ୍ତି ଶିଳ୍ପମନ୍ତ୍ରୀ…

ପାରାଦୀପ ପୋର୍ଟରେ ୭୮ ବାଂଲାଦେଶୀ ଅଟକ

ପାରାଦୀପ ପୋର୍ଟରୁ ଧରାପଡ଼ିଲେ ୭୮ ଜଣ ବାଂଲାଦେଶୀ । ଭାରତୀୟ ସମୁଦ୍ର ସୀମାରୁ ୨ଟି ବାଂଲାଦେଶୀ ମାଛଧରା ଟ୍ରଲର ଜବତ ହୋଇଛି । ପାରାଦ୍ଵୀପ ଉପକୂଳ ଭାରତୀୟ ଜଳସୀମା ମଧ୍ୟରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ଆଜି ଦୁଇଟି ବଡ଼…

ପାରାଦ୍ବୀପ ପ୍ରଗତିର ମୁଖଶାଳା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଆଜି ପାରାଦ୍ବୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପତାକା ଦେଖାଇ କଲେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସାଧବ ପୁଅଙ୍କ ଦୁଃସାହସିକ ଜଳଯାତ୍ରାକୁ…

ପାରାଦୀପ ଠାରେ ଆୟୋଜିତ କଳିଙ୍ଗ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପାରାଦ୍ୱୀପ ଠାରେ ଆରମ୍ଭ ହୋଇସାରିଛି କଳିଙ୍ଗ ବାଲିଯାତ୍ରା ମହୋତ୍ସବ । ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଏହାକୁ ନେଇ ପାରାଦ୍ୱୀପ ସମୁଦ୍ର ବେଳାଭୂମିରେ ପ୍ରସ୍ତୁତି ଶେଷ ହୋଇଛି । ବିଜୁ ମଇଦାନରେ ଆରମ୍ଭ ହେଇଥିବା…

ପାରାଦୀପରେ ୩ ଘାନା ନାଗରିକ ଠାବ

ପାରାଦୀପ ବନ୍ଦରରେ ରୁଷିଆରୁ ଆସିଥିବା ଜାହାଜରେ ୩ ଘାନା ନାଗରିକ ଠାବ। ରୁଷିଆରୁ ପାରାଦୀପ ବନ୍ଦର ଆସିଥିବା ଏମଭି ଗ୍ରେଟ ଶେଙ୍ଗ ଓ୍ବେନ ଜାହାଜ ବନ୍ଦରରେ ଲାଗିବା ପରେ ଏହାକୁ ତନତନ କରି ଯାଞ୍ଚ କରାଯାଉଛି । ରୁଷିଆରୁ ପାରାଦୀପ ବନ୍ଦର…

ଏମଭି ଦେବୀ ଜାହାଜ ବିକ୍ରି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପାରାଦୀପରେ ଜାହାଜରୁ କୋକେନ ଜବତ ଘଟଣାରେ ଏମଭି ଦେବୀ ଜାହାଜ ବିକ୍ରି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭଡ଼ା ନଦେବାରୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କର୍ତ୍ତୃପକ୍ଷ। ଜାହାଜ ଉପରେ ବକେୟା ରହିଛି ପ୍ରାୟ ୮ କୋଟି ଟଙ୍କା। ଗତବର୍ଷ ଡିସେମ୍ବରରେ ପାରାଦୀପରେ…

ପାରାଦୀପରେ ଜାହାଜ ଜବତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ସାମୁଦ୍ରିକ ବିବାଦ ମାମଲାର ଶୁଣାଣି କରି ପାରାଦୀପରେ ପୁଣି ଜାହାଜ ଜବତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପାରାଦୀପ ବନ୍ଦରରେ ରହିଛି ଏମଭି ୱାଡି ଆଲବୋଷ୍ଟାନ ଜାହାଜ। ଲୁହାପଥର ନେଇ ପାରାଦୀପ ଆସିଛି ଇଜିପ୍ଟର ଜାହାଜ। ଆବେଦନକାରୀ ସଂସ୍ଥା ଜାହାଜଠୁ ୪ କୋଟି…

ବ୍ଲାକରୋଜ୍ ଜାହାଜ ବୁଡ଼ି ମାମଲା: ସିବିଆଇ ତଦନ୍ତ ପାଇଁ ଗୃହ ବିଭାଗର ଚିଠି

ଦୀର୍ଘ ୧୫ବର୍ଷ ପରେ ପାରାଦୀପ ସମୁଦ୍ରରେ ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣାର ତଦନ୍ତ କରିପାରେ ସିବିଆଇ। ପାରାଦୀପ ସାମୁଦ୍ରିକ ଥାନାରେ ରୁଜୁ ହୋଇଥିବା ଏହି ବ୍ଲାକରୋଜ୍ ବୁଡ଼ି ଘଟଣାରେ ସିବିଆଇ ତଦନ୍ତ ପାଇଁ ଗୃହ ବିଭାଗର ଚିଠି । ପୋଲିସ ଡିଜିଙ୍କୁ…