ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଦ ଡୋମିନିକା ଆୱାର୍ଡ ଅଫ୍‌ ଅନର ପାଇବେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଗୁଆନାରେ ହେବାକୁ ଥିବା ଭାରତ-କାରିକୋମ୍ ସମିଟ୍‌ରେ ଦିଆଯିବ । କରୋନା ମହାମାରୀ ସମୟରେ ଡୋମିନିକା ପ୍ରତି ତାଙ୍କର ଅବଦାନ ଏବଂ ଭାରତ ଏବଂ ଡୋମିନିକା ମଧ୍ୟରେ ଥିବା ସଂପର୍କକୁ ଦୃଢ ରଖିବା ପାଇ ଭାରତର ପ୍ରଧାନମନ୍ତ୍ରୀଙ୍କୁ ମିଳିବ ସମ୍ମାନ ଡୋମିନିକାର ସର୍ବୋଚ୍ଚ ସମ୍ମାନ । କମନୱେଲଥ୍ ଅଫ୍ ଡୋମିନିକାର ସଭାପତି ସିଲଭାନି ବର୍ଟନ୍ ଏହି ପୁରସ୍କାର ମୋଦିଙ୍କୁ ପ୍ରଦାନ କରିବେ।

Leave a Reply

Your email address will not be published. Required fields are marked *