ରାଜ୍ୟରେ ଖୁବଶୀଘ୍ର ଜାତୀୟ ଶିକ୍ଷାନୀତି ଲାଗୁ ହେବ। ଜାତୀୟ ଶିକ୍ଷାନୀତି ଲାଗୁ ହେବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି। ନୂଆ ପାଠ୍ୟକ୍ରମରେ ୪ ବର୍ଷିଆ ୟୁଜି ଡିଗ୍ରୀ (ସମ୍ମାନ) ରହିବ। ୪ ବର୍ଷିଆ ୟୁଜି ଡିଗ୍ରୀ (ଗବେଷଣା ସହ ସମ୍ମାନ) ମଧ୍ୟ ରହିବ। ଛାତ୍ରବୃତ୍ତି, ସମାବେଶୀ ପାଠ୍ୟକ୍ରମ ଓ ସହାୟତା ବ୍ୟବସ୍ଥା ପାଇଁ ଲକ୍ଷ୍ୟ ରଖାଯାଇଛି । ଗୁଣାତ୍ମକ ଶିକ୍ଷା ଉପଲବ୍ଧ କରାଇବା ଜାତୀୟ ଶିକ୍ଷା ନୀତିର ଲକ୍ଷ୍ୟ। ଏହାର ପ୍ରସ୍ତୁତି ପାଇଁ ମନ୍ତ୍ରୀ ଶ୍ରୀ ସୁରଜ କଲେଜର କୁଳପତିମାନଙ୍କ ସହ ଆଲୋଚନା କରିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *