ସେପ୍ଟେମ୍ବର ୧୫ରେ ଭରତପୁର ଥାନାରେ ଜଣେ ସେନା ଅଧିକାରୀଙ୍କୁ ମାଡ଼ ମାରିବା ଓ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ନିଲମ୍ବିତ ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ୪ ଜଣ ପୁଲିସ କର୍ମଚାରୀଙ୍କୁ ରବିବାର ରାଜ୍ୟ କ୍ରାଇମବ୍ରାଞ୍ଚ ପଲିଗ୍ରାଫ୍ ଟେଷ୍ଟ ପାଇଁ ଗୁଜରାଟର ଗାନ୍ଧୀନଗର ନେଇଛି। ଦୀନକୃଷ୍ଣଙ୍କ ସମେତ ଅନ୍ୟ ନିଲମ୍ବିତ ପୋଲିସ ଅଧିକାରୀମାନେ ହେଲେ ଏସଆଇ ବୈଶାଳିନୀ ପଣ୍ଡା, ଆସିଷ୍ଟାଣ୍ଟ ଏସଆଇ ସଲିଳମୟୀ ସାହୁ ଓ ସାଗରିକରେ ରଥ ଏବଂ କନଷ୍ଟେବଳ ବଳରାମ ହଣ୍ଡା। ଏଥିସହ ପୂର୍ବତନ ଆଇଆଇସିଙ୍କର ନାର୍କୋଆନାଲିସିସ୍ ଓ ବ୍ରେନ୍ ମ୍ୟାପିଂ ଟେଷ୍ଟ ମଧ୍ୟ କରାଯିବ।

Leave a Reply

Your email address will not be published. Required fields are marked *