ମେଜର-ପୋଲିସ ବିବାଦ ପରେ ଭରତପୁର ଥାନା ଚର୍ଚ୍ଚାରେ ରହିଛି। ତେବେ ଭରତପୁର ଥାନାରେ ସିସିଟିଭି କ୍ୟାମେରା ଲାଗିବ ନେଇ ନିର୍ଦ୍ଦେଶ ଦିଆଯାଇଥିଲା। ସେହିଁ କ୍ରମରେ ଥାନାରେ ୨୫ଟି ସିସିଟିଭି ଲାଗିବାର ବ୍ୟବସ୍ଥା ଥିଲା ବେଳେ ୧୬ଟି ଲାଗିଛି । ପୋଲିସ କର୍ମଚାରୀ ଓ ଥାନାକୁ ଅଭିଯୋଗ ନେଇ ଲୋକଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଏଭଳି ବ୍ୟାବେଶା କରାଯାଇଛି।

Leave a Reply

Your email address will not be published. Required fields are marked *