କଟକରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ଆରମ୍ଭ ହୋଇଯାଇଛି । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ବୈଠକରେ ସିବିଆଇ, ଆଇଟି, ଇଡି, କଷ୍ଟମ ଅଧିକାରୀ ଉପସ୍ଥିତ ଅଛନ୍ତି।ଓଡ଼ିଶାରୁ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକ ଉପସ୍ଥିତ ଅଛନ୍ତି। ଓଡିଶାରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ୧୧ ଜଣ ଅଧିକାରୀଙ୍କ ସହ ଦୁର୍ନୀତିଗ୍ରସ୍ତ ଆଦିକାରୀଙ୍କ ତାଲିକା ମାଗିଛି ଏସଆଇଟି। ତେବେ ପୂର୍ବରୁ ୮ ଟି ବୈଠକ ହୋଇସାରିଥିବା ବେଳେ ସମସ୍ତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି।

Leave a Reply

Your email address will not be published. Required fields are marked *