Odisha Politics: ଶଙ୍ଖ ଭବନରେ ବିଜେଡି ମହିଳା ନେତ୍ରୀଙ୍କ ବୈଠକ

ଆଜି ଭୁବନେଶ୍ଵରରେ ଶଙ୍ଖ ଭବନ ଠାରେ ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆ ଓ ବରିଷ୍ଠ ନେତ୍ରୀ ତଥା ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଦଳର ବରିଷ୍ଠ ମହିଳା ନେତ୍ରୀ ମାନଙ୍କର ବୈଠକ ଅନୁଷ୍ଠିତ ହୋଇଛି ।…

Tribes Advisory Council: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜନଜାତି ଉପଦେଷ୍ଟା ପରିଷଦ ବୈଠକ ଅନୁଷ୍ଠିତ

ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଜନଜାତି ଉପଦେଷ୍ଟା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜନଜାତି ଉପଦେଷ୍ଟା ମଣ୍ଡଳୀର ୧୮ ଜଣ ସଦସ୍ୟ ଉପସ୍ଥିତ ଥିଲେ । ବୈଠକରେ…

Bhakta Das: ମୁଁ ଦଳିତ କିନ୍ତୁ ସଦା ଆଦିବାସୀଙ୍କ ପାଇଁ ଲଢ଼ିଛି ଓ ଲଢ଼ୁଛି: ଭକ୍ତ ଦାସ

ମାଲକାନଗିରି ଜିଲ୍ଲାର ରାକାଲଗୁଡାକୁ କଂଗ୍ରେସ ଦଳର ବିଶିଷ୍ଟ ନେତୃବୃନ୍ଦଙ୍କ ସହିତ ପିସିସି ସଭାପତି ଭକ୍ତ ଚରଣ ଦାସ ପରିଦର୍ଶନ କରିବା ସହ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ତଥା ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ରାକାଲଗୁଡା ସଭାରେ ସଭାପତି ଦାସ…

Medical Colleges & Hospitals In Odisha: ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି ବୈଠକରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପୁନଃବିକାଶ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା…

National Farmers Day: ଧାନକିଣା ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲା ବିଜେଡି

ଧାନ କିଣାକୁ ନେଇ ରାଜ୍ୟର ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ପ୍ରମିଳା…

Train Toilet Travel Shame: କୁସ୍ତି ଖେଳାଳିଙ୍କୁ ଅଣଦେଖାର ତଦନ୍ତ ହେବ: ନିତ୍ୟାନନ୍ଦ ଗଣ୍ଡ

ଟ୍ରେନ୍‌ରେ ଲାର୍ଟିନ୍‌ ପାଖରେ ବସି କୁସ୍ତି ଖେଳାଳି ୟୁପି ଯିବା ପ୍ରସଙ୍ଗରେ ହେବ ତଦନ୍ତ । ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ସତ୍ୟାସତ୍ୟ ଉପରେ ସରକାର ଅନୁଧ୍ୟାନ କରିବେ…

Gold Price Hike: ଉପରମୁହାଁ ସୁନାଦର; ୧୦ ଗ୍ରାମ୍ ଦର ୨୪ ଶହ ଟଙ୍କା ବୃଦ୍ଧି

ଆଜି ପୁଣି ଉପରମୁହାଁ ସୁନାଦର । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ଦର ୨୪ ଶହ ଟଙ୍କା ବୃଦ୍ଧି ପାଇ ହେଲା ୧ ଲକ୍ଷ ୩୮ ହଜାର ୫ ଶହ ୫୦ ଟଙ୍କା । ୨୨ କ୍ୟାରେଟ୍ ୨୨ ଶହ…

Christmas And New Year Celebration: ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ୍‌

ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ହେବ କଡ଼ାକଡ଼ି କରାଯାଇଛି । ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ ଫୋର୍ସ ରହିବେ । ବିଶେଷକରି ଜିରୋ ନାଇଟ୍ ସେଲିବ୍ରେସନ ସମୟରେ ଯେପରି କୌଣସି…

BJD Rajya Sabha Elections: ରାଜ୍ୟସଭା ନିର୍ବାଚନ ବେଳେ ବିଭାଜିତ ହୋଇପାରେ ବିଜଦ

ବଡ଼ ସଂକଟ ଘଡି ଭିତର ଦେଇ ଗତି କରୁଛି ବିଜୁ ଜନତା ଦଳ । କ୍ଷମତାରୁ ଯିବାର ଦୁଇବର୍ଷ ନପୁରୁଣୁ ବିଭାଜନର କଳାବାଦଲ ଘୋଟିଗଲାଣି ବିଜଦ ଆକାଶରେ । ଅନେକ ଦଳ ଭାଙ୍ଗି ନବୀନ ପଟନାୟକ ନିଜ ଦଳକୁ ସମୃଦ୍ଧ କରିଛନ୍ତି…

Odisha Launches New Ambulances: ୧୦୮ ଆମ୍ୱୁଲାନ୍ସ ସେବାରେ ସାମିଲ ହେଲା ୧୫୦ଟି ନୂଆ ଆମ୍ୱୁଲାନ୍ସ; ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ଆଉ ଏକ ନୂତନ ଅଧ୍ୟାୟ ଯୋଡି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମ ଠାରେ ପ୍ରଥମ ପର୍ଯ୍ୟାୟରେ ୧୫୦ ଗୋଟି ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି। ୧୧୧ କୋଟି ଟଙ୍କାରେ ୪୨୮ଟି ନୂଆ ଆମ୍ୱୁଲାନ୍ସ ଗଡ଼ିବାର…