ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ଜୁଲାଇ ୨୨ ତାରିଖ ସୋମବାରଠାରୁ ଆରମ୍ଭ ହେଉଛି। ତେଣୁ ସେହିଦିନ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଲୋକଙ୍କ ଅବଗତି ନିମନ୍ତେ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Post navigation ମାଇକ୍ରୋସଫ୍ଟ ସର୍ଭର ଡାଉନ; ବିମାନସେବା ପ୍ରଭାବିତ ଏସିଆ ପାସିଫିକ୍ ଗ୍ରୁପ୍ ଆଇପିୟୁ ଉପସଭାପତି ହେଲେ ସାଂସଦ ଅପରାଜିତା ଷଡଙ୍ଗୀ