ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ଆନ୍ଦୋଳନ । ଏମିତି ଖବର ଆଜି ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଦରମା ମିଳିବାରେ ବିଳମ୍ବ ଏବଂ ରୋଗୀଙ୍କ ସମ୍ପର୍କୀୟ ମାନେ ମାଡ ମାରୁଥିବା ସୁରକ୍ଷାକର୍ମୀମାନେ ଅଭିଯୋଗ କରିଛନ୍ତି। ଆନ୍ଦୋଳନ ଯୋଗୁ ସକାଳୁ ହସ୍ପିଟାଲ ପରିସରରେ ସଫେଇ ହୋଇଥିବା ଭଳି ସମସ୍ୟା ଉପୁଜିଛି। Post navigation କାଲି ଆସିପାରେ ବିଜେପିର ୨ୟ ପର୍ଯ୍ୟାୟ ତାଲିକା! ପଦ୍ମ ଧରିଲେ ଅଜୟ ନାୟକ