ଭୁବନେଶ୍ୱର : ରାଜଧାନୀରେ ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟେରା। ଆପାର୍ଟମେଣ୍ଟକୁ ଟାର୍ଗେଟ କରିବା ସହ ଲୁଟେରାଙ୍କ ଉତ୍ପାତ ଥମିବାର ନାଁ ଧରୁନି। ସିସିଟିଭିରେ ଲୁଟ୍ ଦୃଶ୍ୟ କଏଦ୍ ହୋଇଛି। ଭୁବନେଶ୍ୱର ପାହାଳସ୍ଥିତ ମେଟ୍ରୋ ସାଟେଲାଇଟ ସିଟିର ଫେଜ ୩ ଆପାର୍ଟମେଣ୍ଟରୁ ସିରିଜ୍ ଟଙ୍କା, ସୁନା ଲୁଟ୍ ହୋଇଛି ବୋଲି ଆଜି ଖବର ମିଳିଛି। ଘରେ କେହି ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି ୩ଟି ବ୍ଲକରୁ ଲୁଟ୍ କରିଛନ୍ତି। ଚୋରିର ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। Post navigation ମହିଳା ଆଥଲେଟ୍ଙ୍କ ସନ୍ଦେହଜନକ ମୃତ୍ୟୁ ଜଳ ସଂରକ୍ଷଣ ଓ ବିନିଯୋଗ କରିବାରେ ରାଜ୍ୟ ସରକାର ବିଫଳ : ଭର୍ତ୍ତୃହରି