ଗୋପାଳପୁର ବନ୍ଦରକୁ ହାତକୁ ନେଲା ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀ। ୩୦୮୦ କୋଟି ଟଙ୍କାରେ ଗୋପାଳପୁର ପୋର୍ଟ ଲିମିଟେଡ୍ ସହ ଚୁକ୍ତି କଲା ଆଦାନୀ । ଆଦାନୀ ପୋର୍ଟ୍ସ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିଃ (APSEZ)ର ଚୁକ୍ତି ହୋଇଛି।SP ଗ୍ରୁପ୍ର ୫୬% ଓ OSLର ୩୯% ଅଂଶଧନ କିଣିବା ନେଇ ଚୁକ୍ତି ହୋଇଛି । ଆଦାନୀ ଗ୍ରୁପ୍ର ସର୍ବଭାରତୀୟ ପୋର୍ଟ ନେଟୱାର୍କରେ ଯୋଡ଼ି ହେଲା GPL। Post navigation ସମଲେଶ୍ଵରୀ ମନ୍ଦିର ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ଫୁଟିଲା ବୋମା