ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଖପିରପୁର-ବଇମାନଟିକିରା ରାସ୍ତା କାମରେ ହୋଇଥିବା ବ୍ୟାପକ ଦୁର୍ନୀତି ଅଭିଯୋଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟ ନକରି ମିଛ ବିଲ୍ ପ୍ରସ୍ତୁତ କରିବା ଅଭିଯୋଗରେ ୪ ଜଣ ସରକାରୀ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। AE, JE, ADEO ଓ ପିଇଓଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ Post navigation Online Auto Association President Arrested: ଫେରାର ଅନଲାଇନ୍ ଟ୍ୟାକ୍ସି ଡ୍ରାଇଭର ସଂଘର ସଭାପତି ଦୀନବନ୍ଧୁ ନାୟକ ଗିରଫ