ଭୁବନେଶ୍ୱର ଲୋୟର ପିଏମଜି ଠାରେ ଘଟିଥିବା ଅନଲାଇନ ଡ୍ରାଇଭରଙ୍କ ହଙ୍ଗାମା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଆହୁରି କଡ଼ାକଡ଼ି କରିଛି। ଏହି ମାମଲାରେ ଗିରଫ ସଂଖ୍ୟା ବୃଦ୍ଧି ପାଇ ୧୧୩ରେ ପହଞ୍ଚିଛି। ୬୦ ଜଣଙ୍କୁ ଉତ୍ତମ ବ୍ୟବହାର ଲାଗି ଛାଡ଼ି ଦିଆଯାଇଛି। ୩୫୪ଟି ଯାନବାହନ ଜବତ କରାଯାଇଛି। ଖାରବେଳନଗର ଥାନାରେ ୭ଟି ଏଫଆଇଆର୍ ରୁଜୁ ହୋଇଛି ।

Leave a Reply

Your email address will not be published. Required fields are marked *