ଉତ୍ତରପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ସୋମବାର ସକାଳେ ଲଘୁଚାପ ଅବପାତର ରୂପ ନେଇଛି । ଅବପାତର କେନ୍ଦ୍ର ସ୍ଥଳ ବାଲେଶ୍ୱର ଠାରୁ ୧୮୦ କି.ମି. ଦୂରରେ ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଆଡ଼କୁ ଅଗ୍ରସର ସମ୍ଭାବନା ରହିଛି । ଅନ୍ୟପଟେ ଲଘୁଚାପ ଯୋଗୁଁ ଆଜି ପାଇଁ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝରକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । Post navigation 2 More Air India Pilots Fail Preliminary Drug Test After Phuket-Delhi Flight Fiasco Odisha Online Drivers’ Forum Stages Protest: ଅନଲାଇନ୍ ଟ୍ୟାକ୍ସି କମ୍ପାନୀଗୁଡ଼ିକ ବିରୋଧରେ ଆନ୍ଦୋଳନ; ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ବନ୍ଦ ଡାକରା