ପାନ ମସଲା ବିଜ୍ଞାପନ କରିବା କରିବା ବଢ଼ିଲା ୩ ବଲିଉଡ୍‌ ଅଭିନେତାଙ୍କ ଅଡୁଆ । ପାନ ମସଲା ଏବଂ ତମାଖୁ କମ୍ପାନୀର ବିଜ୍ଞାପନ କରିବା ମାମଲାରେ ବଲିଉଡ଼ର ତିନି ପ୍ରସିଦ୍ଧ ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ଏହି ତିନି ଅଭିନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ୧୫ ଦିନ ମଧ୍ୟରେ ନୋଟିସର ଉତ୍ତର ରଖିବା ସହ ସୋସିଆଲ ମିଡିଆରୁ ପାନ ମସଲା ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *