Gandhi Marg Witnesses Vibrant Independence Day Celebrations
ସ୍ୱାଧୀନତା ଦିବସ- ୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ସ୍ଥିତ ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରୁଛନ୍ତି ।
 
୮୦ତମ ସ୍ୱାଧୀନତା ଦିବସ ଅବସରରେ ମହାତ୍ମା ଗାନ୍ଧୀ ମାର୍ଗଠାରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡରେ ପୋଲିସ ବାହିନୀ, ସୁରକ୍ଷା ବଳ, NCC ତଥା ଛାତ୍ରଛାତ୍ରୀମାନଙ୍କ ପ୍ରଭାବଶାଳୀ ଓ ମନୋରମ ପରେଡ୍ ପ୍ରଦର୍ଶନ ଅତ୍ୟନ୍ତ ଆକର୍ଷଣୀୟ ଓ ଉଚ୍ଚକୋଟୀର ଥିଲା। ଏହି ଚିତ୍ତାକର୍ଷକ ପରେଡରେ ଭାଗ ନେଇଥିବା ପ୍ରତ୍ୟେକ ବାହିନୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଆନ୍ତରିକ ଅଭିନନ୍ଦନ ଓ ପ୍ରଶଂସା ଜଣାଇଛନ୍ତି ।
Gandhi Marg Witnesses Vibrant Independence Day Celebrations
 
 
 
 
 

By Nirvay

Leave a Reply

Your email address will not be published. Required fields are marked *