ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ଆର. ଜି. କର ମେଡିକାଲ କଲେଜ ଓ ହସ୍ପିଟାଲ୍‌ରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାଣିହାଟିର ପୂର୍ବତନ ତୃଣମୂଳ କଂଗ୍ରେସ (TMC) ବିଧାୟକ ନିର୍ମଳ ଘୋଷଙ୍କୁ ପଶ୍ଚିମବଙ୍ଗ ପୋଲିସ ଓଡ଼ିଶାର ପୁରୀରୁ ଗିରଫ କରିଛି।ମୃତଦେହକୁ ଶୀଘ୍ର ଦାହ କରିବା ସହ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ପଶ୍ଚିମବଙ୍ଗ ପୋଲିସ ତାଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *