ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସଇଜେଡ୍ ଲିମିଟେଡ୍ (Adani Ports and SEZ Ltd) ର ସିଇଓ ତଥା ପ୍ରତିଷ୍ଠିତ ଶିଳ୍ପପତି କରଣ ଆଦାନୀ ଆଜି ଲୋକ ସେବା ଭବନଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ରାଜ୍ୟରେ ଶିଳ୍ପ ସହଭାଗିତା ଏବଂ ଭିତ୍ତିଭୂମି ବିକାଶର ସୁଯୋଗ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି।

 

 

Leave a Reply

Your email address will not be published. Required fields are marked *