କଟକରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। କଥା ହେବା ବାହାନାରେ ହୋଟେଲକୁ ଡାକି ନେଇ ଦୁଇ ନାବାଳକ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ପରେ ପୋଲିସ ଏବଂ ବୈଜ୍ଞାନିକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏବଂ ଏହି ଘଟଣାରେ ବାଦାମବାଡ଼ି ଥାନା ପୋଲିସ ଦୁଇ ନାବାଳକଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ପୀଡ଼ିତାଙ୍କ ସହପାଠୀ ଜଣେ ନାବାଳକଥିବା ଜଣାପଡ଼ିଛି। Post navigation Odisha Rain Alert: ଲଘୁଚାପ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସ୍କୁଲ୍ ଛୁଟି Ayurvedic Hospital in BBSR: ଭୁବନେଶ୍ୱରରେ ନିର୍ମାଣ ହେବ ୧୦୦ ଶଯ୍ୟା ବିଶିଷ୍ଟ ଆୟୁର୍ବେଦିକ ଚିକିତ୍ସାଳୟ; ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ