ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଏନ୍ ଚନ୍ଦ୍ରଶେକରନ ଇସ୍ତଫା ଦେଇଛନ୍ତି । ଆଗକୁ କମ୍ପାନୀର ବାର୍ଷିକା ସାଧାରଣ ବୈଠକ ବା ଏଜିଏମ୍ ଥିବାବେଳେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ନୋଏଲ୍ ଟାଟାଙ୍କ ସହିତ ବିବାଦ କାରଣରୁ ଚନ୍ଦ୍ରଶେକରନ ଇସ୍ତଫା ଦେଇଥିବା କୁହାଯାଉଛି । ୧୯୮୭ରେ ଯୋଗ ଦେଇଥିବା ଚନ୍ଦ୍ରଶେଖରନ ୨୦୧୭ରୁ ଚେୟାରମ୍ୟାନ ରହିଥିଲେ । Post navigation Jagadish Chandra Kanungo Passes Away: ବିଶିଷ୍ଟ ଚିତ୍ରଶିଳ୍ପୀ ଜଗଦୀଶ କାନୁନଗୋଙ୍କ ପରଲୋକ Matric Supplementary Result: ଆଜି ୪ଟା ୩୦ରେ ପ୍ରକାଶ ପାଇବ ସପ୍ଲିମେଣ୍ଟାରୀ ଏବଂ ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫଳ