ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗରେ IPL କ୍ରିକେଟର ଗିରଫ । ଅଭିଷେକ ପୋରେଲଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ। କର୍ଣ୍ଣାଟକର ମେଡିକାଲ ଛାତ୍ରୀଙ୍କ ଅଭିଯୋଗ ପରେ ଇଣ୍ଡିଆନ୍ ପ୍ରିମୟର୍ ଲିଗ୍ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ସଦସ୍ୟ ୱିକେଟ୍ କିପର୍ ତଥା ବାମ ହାତୀ ବ୍ୟାଟ୍ସମ୍ୟାନ ଅଭିଷେକ ପୋରେଲ ଗିରଫ ହୋଇଛନ୍ତି। ଅଭିଷେକଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ହୁଗୁଳି ପୋଲିସ । Post navigation Odisha DGP Appointment Row: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସୁପ୍ରିମକୋର୍ଟରେ ପ୍ରକାଶ ସିଂ ନିର୍ଦ୍ଦେଶାବଳୀ ଉଲ୍ଲଙ୍ଘନର ଅଭିଯୋଗ Odisha to Get New Lokayukta: ଖୁବଶୀଘ୍ର ଓଡ଼ିଶା ପାଇବ ନୂଆ ଲୋକାୟୁକ୍ତ