9 TMC MLAs Missing From Key Mamata Meet
ନିର୍ବାଚନରେ ପରାଜୟ ପରେ ଦଳକୁ ଏକାଠି ରଖିବା ପାଇଁ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଡାକିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ୯ ଜଣ ବିଧାୟକ ଅନୁପସ୍ଥିତ ରହିଲେ ।
 
ବୈଠକରେ ମମତା ବାନାର୍ଜୀ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଦଳୀୟ ଲୋକମାନେ ହିଁ ଅନ୍ତର୍ଘାତୀ କାମ କରିଛନ୍ତି । କିଛି ନେତା ଓ ବିଧାୟକଙ୍କ ଅସହଯୋଗ ଯୋଗୁଁ ନିର୍ବାଚନରେ ଦଳକୁ କ୍ଷତି ସହିବାକୁ ପଡିଛି। ଯେଉଁମାନେ ଦଳ ବିରୋଧରେ କାମ କରିଛନ୍ତି, ସେମାନଙ୍କୁ ଚିହ୍ନଟ କରାଯିବ ।

By Nirvay

Leave a Reply

Your email address will not be published. Required fields are marked *