ଅଧିକ ଟଙ୍କା ଲୋଭ ଦେଖାଇ ଶତାଧିକ ଲୋକଙ୍କୁ ଲୁଟୁଥିବା ଏକ ବଡ଼ ଠକେଇ ଦମ୍ପତିଙ୍କ ପର୍ଦ୍ଦାଫାଶ କରିଛି ପୋଲିସ। ନିଜକୁ ଓପିଟିସିଏଲ୍ (OPTCL) ଅଧିକାରୀ କହି ପ୍ରାୟ ୧୫ରୁ ଅଧିକ ଲୋକଙ୍କ ଠାରୁ ୨୯ ଲକ୍ଷ ଠକେଇ ଅଭିଯୋଗରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଚିଟଫଣ୍ଡ, ଜମି କାରବାର, ଅଧିକ ଟଙ୍କା ଲୋଭ ଦେଖାଇ ଦମ୍ପତି ଲୁଟୁଥିଲେ ଦମ୍ପତି। ଗିରଫ ଅଭିଯୋଗକାରୀ ହେଲେ ନିରଞ୍ଜନ ଆଚାର୍ଯ୍ୟ । ଅନ୍ୟପଟେ ଏହି ଘଟଣାରେ ସାମିଲ ଥିବା ତାଙ୍କ ପତ୍ନୀ ବର୍ତ୍ତମାନ ଫେରାର ଅଛନ୍ତି ଏବଂ ପୋଲିସ ତାଙ୍କୁ ଖୋଜୁଛି। Post navigation SC Collegium Recommends Transfer Of 2 Orissa HC Judges: ଓଡ଼ିଶା ହାଇକୋର୍ଟର ଦୁଇ ଜଣ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ Suryakheetra Foundation’s Climate Conclave: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ‘କ୍ଲାଇମେଟ୍ କନକ୍ଲେଭ୍’ ସମ୍ମିଳନୀ ଆୟୋଜିତ; ୨୧ ଜଣ ପରିବେଶବିତ୍ ସମ୍ମାନିତ