Month: May 2026

Ban On Street Vendors: ଦହିବରା ଖାଇ ଜଣେ ମୃତ, ୫୦ ଅସୁସ୍ଥ ହେବା ଘଟଣା; ବୁଲା ବିକାଳୀଙ୍କ ଉପରେ ଲାଗିଲା କଟକଣା

ଯାଜପୁର ଦଶରଥପୁରରେ ଦହିବରା ଖାଇ ଜଣେ ମୃତ, ୫୦ ଅସୁସ୍ଥ ହେବା ଘଟଣାକୁ ଗୁରୁତ୍ୱର ନେଇଛନ୍ତି ରାଜ୍ୟସରକାର ।ଦଶରଥପୁର ବ୍ଲକ୍‌ର ୪ଟି ପଞ୍ଚାୟତରେ ବୁଲା ବିକାଳିଙ୍କୁ ବାରଣ କରାଯାଇଛି । କୌଣସି ବୁଲା ବିକାଳି ଖାଇବା ଜିନିଷ ନ ବିକିବାକୁ ବିଡିଓଙ୍କ…

Omfed Hikes Milk Price: ବଢିଲା ଓମ୍‌ଫେଡ୍ କ୍ଷୀର ଦର; ଲିଟର୍ ପିଛା ୪ ଟଙ୍କା ବୃଦ୍ଧି

ବଢ଼ିଲା ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ମହାସଂଘ ସାରା ଓଡ଼ିଶାରେ କ୍ଷୀର ମୂଲ୍ୟ ପ୍ରତି ଲିଟର ପିଛା ୪ ଟଙ୍କା ବୃଦ୍ଧି କରିଛି । ବିଭିନ୍ନ ବର୍ଗରେ ପ୍ରାୟ ୪ ଟଙ୍କା ଲେଖାଏଁ ଦର…

NEET UG 2026: ଆଜି ହେବ ନିଟ୍-ୟୁଜି ୨୦୨୬ ପରୀକ୍ଷା

ଆଜି ହେବ ନିଟ୍-ୟୁଜି ୨୦୨୬ ପରୀକ୍ଷା । ଆଜି ସାରା ଦେଶରେ ସ୍ନାତକ ଡାକ୍ତରୀ ପାଠ୍ୟକ୍ରମରେ ପ୍ରବେଶ ପାଇଁ ଜାତୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା (ନିଟ୍-ୟୁଜି) ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଆଜି ନିଟ୍-ୟୁଜି ୨୦୨୬ ପରିଚାଳନା…

Delhi’s Vivek Vihar Building Fire: ଦିଲ୍ଲୀର ବିବେକ ବିହାରରେ ଅଗ୍ନିକାଣ୍ଡ; ନଅ ମୃତ

ଦିଲ୍ଲୀର ଶାହଦରାର ବିବେକ ବିହାରରେ ଏକ ଚାରି ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି। ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟି ନଅ ଜଣ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ନିଆଁ ଲିଭାଇବା ପାଇଁ ଅନେକ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି।…

BTech Student Dead: ହଷ୍ଟେଲ ଭିତରେ ଛାତ୍ରଙ୍କ ମୃତ୍ୟୁ; ଇଞ୍ଜିନିୟରିଂ କଲେଜରେ ଉତ୍ତେଜନା

ହଷ୍ଟେଲ ଭିତରେ ଛାତ୍ରଙ୍କ ମୃତ୍ୟୁ । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭୁବନେଶ୍ବରର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ମୟୁରଭଞ୍ଜ ଜିଲ୍ଲାର ବିଶ୍ବାସ ସ୍ବାଇଁ । ସେ ବିଟେକ୍…

IED Blast in Chhattisgarh: ଛତିଶଗଡ଼ କାଙ୍କେର ଜିଲ୍ଲାରେ IED ବିସ୍ଫୋରଣ ଘଟି ୪ ଯବାନ ସହିଦ

ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଶନିବାର ଦିନ ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ଏକ ଶକ୍ତିଶାଳୀ IED ବିସ୍ଫୋରଣରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ-ଡିଆରଜିର ୪ ଜଣ ଯବାନ ସହିଦ ହୋଇଛନ୍ତି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡିଆରଜି ଯବାନଙ୍କ ଏକ ଟିମ୍…

Subhadra Yojana: ମେ’ ୪ ତାରିଖରେ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆସନ୍ତା ମେ’ ୪ ତାରିଖରେ ସେମାନଙ୍କ ବ୍ୟାଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ସେ ‘ଏକ୍ସ’ ମାଧ୍ୟମରେ ଏହି…

Matric Result 2026: ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ, ପାସ୍ ହାର ୯୫.୩୩ ପ୍ରତିଶତ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ (ମାଟ୍ରିକ୍‌) ପରୀକ୍ଷାଫଳ ପ୍ରକାଶ ପାଇଛି । ବୋର୍ଡ କାର୍ଯ୍ୟାଳୟରେ ଆୟୋଜିତ ଏକ ସରକାରୀ ଅନୁଷ୍ଠାନରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ଘୋଷଣା କରାଯାଇଛି । ଏହି ଘୋଷଣା ସମୟରେ…

NEP-2020: ଓଡ଼ିଶାକୁ ‘ନଲେଜ୍ କ୍ୟାପିଟାଲ୍’ ଭାବେ ଗଢ଼ିବା ପାଇଁ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା

ଜାତୀୟ ଶିକ୍ଷା ନୀତି (NEP-2020) ର କାର୍ଯ୍ୟାନ୍ୱୟନ ନେଇ ସ୍ଥାନୀୟ କନଭେନସନ ସେଣ୍ଟର ଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ର ଆହ୍ୱାନ ଦେଇଛନ୍ତି ।…

SC Dismisses TMC Plea: ପଶ୍ଚିମବଙ୍ଗ ନିର୍ବାଚନ ଭୋଟ ଗଣତି ପ୍ରସଙ୍ଗରେ TMCର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ତୃଣମୂଳ କଂଗ୍ରେସକୁ ଝଟକା ।ସୁପ୍ରିମକୋର୍ଟ ଶନିବାର ଦିନ ପଶ୍ଚିମବଙ୍ଗ ଭୋଟ ଗଣନା ପ୍ରକ୍ରିୟା ପାଇଁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଗଣନା ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି କରିବା ପାଇଁ ନିର୍ବାଚନ କମିଶନଙ୍କ ଅଧିକାରକୁ ସମର୍ଥନ କରିଛନ୍ତି । ଏହାସହିତ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ…