Month: April 2026

West Bengal Exit Polls: ପଶ୍ଚିମବଙ୍ଗ ଏକଜିଟ୍ ପୋଲ୍ ରିପୋର୍ଟରେ ବିଜେପିକୁ ବହୁମତ

କେରଳ, ଆସାମ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଚାରିଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ଭୋଟ୍ ଗ୍ରହଣ ପରେ ଘୋଷଣା କରାଯାଇଥିବା ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଛି । ବେଙ୍ଗଲରେ ଫୁଟିପାରେ ପଦ୍ମ । ୨୦୨୬ ବିଧାନସଭା ନିର୍ବାଚନର…

Bas Abolkara Suna Katha: ହନୁମାନ ଉଠାଇଥିଲେ ଗନ୍ଧମାର୍ଦ୍ଦନ; ଜିତୁ ଉଠାଇଲେ ଭଉଣୀର କଙ୍କାଳ

ବିଶ୍ବଭୂଷଣ ମିଶ୍ର: ଭଗବାନ ରାମଙ୍କ ପରମଭକ୍ତ, ଶକ୍ତି, ଭକ୍ତି ଏବଂ ନିସ୍ୱାର୍ଥ ସେବାର ପ୍ରତୀକ ହେଉଛନ୍ତି ହନୁମାନ। ଅଞ୍ଜନୀପୁତ୍ର ହନୁମାନଙ୍କ ପରାକ୍ରମ କାହାକୁ ଅଛପା ନୁହେଁ। ମେଘନାଦଙ୍କ ବାଣରେ ଲକ୍ଷ୍ମଣ ମୂର୍ଚ୍ଛିତ ହେବା ପରେ ତାଙ୍କ ପ୍ରାଣ ବଞ୍ଚାଇବା ପାଇଁ ହନୁମାନ…

IPL Betting Racket in Puri: ପୁରୀରେ IPL ବେଟିଂ ରାକେଟ; ୪ ଗିରଫ

ପୁରୀରେ IPLକୁ କେନ୍ଦ୍ର କରି ଚାଲୁଥିବା ବିଶାଳ ବେଟିଂ ରାକେଟକୁ ଧରିଛି ପୋଲିସ। ଏ ନେଇ ପ୍ରେସ୍‌ମିଟ୍‌ରେ ସୂଚନା ଦେଲେ ଏସ୍‌ପି ପ୍ରତୀକ ସିଂହ । ମୁଖ୍ୟ ଅଭିଯୁକ୍ତ ପ୍ରସନ୍ନ ପୃଷ୍ଟି ସହ ଅନ୍ୟ ୩ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ…

Drain Water Reuse: ପୁନଃବ୍ୟବହାର ହେବ ଡ୍ରେନ୍‌ ପାଣି- କୃଷ୍ଣଚନ୍ଦ୍ର ମହାପାତ୍ର

ଡ୍ରେନ୍‌ ପାଣି ପୁନଃବ୍ୟବହାର କରିବାକୁ ନଗର ଉନ୍ନୟନ ବିଭାଗର ଯୋଜନା । ଓଡ଼ିଶାର ନଗର ଉନ୍ନୟନ ବିଭାଗ କୃଷି, ଅଗ୍ନି ନିର୍ବାପନ ଏବଂ ଶିଳ୍ପ ଉଦ୍ଦେଶ୍ୟରେ ଡ୍ରେନ୍ ଜଳକୁ ବିଶୋଧନ ଏବଂ ପୁନଃବ୍ୟବହାର କରିବା ପାଇଁ ଏକ ଯୋଜନା ଘୋଷଣା କରିଛି।…

Odisha Assembly’s Special Session: ବିଧାନସଭା ଜଗିବେ ୩୦ପ୍ଲାଟୁନ୍ ଫୋର୍ସ

୧୭ତମ ଓଡ଼ିଶା ବିଧାନସଭାର ଏକଦିନିଆ ସ୍ୱତନ୍ତ୍ର ଅଧିବେଶନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା । ଅଧିକାରୀଙ୍କ ଅନୁଯାୟୀ, ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରାୟ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ…

E-Bus Service Launched in Keonjhar: କେନ୍ଦୁଝରରେ ଇ-ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର ଜିଲ୍ଲାର ସାମଗ୍ରିକ ବିକାଶ ଓ ଗମନାଗମନ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଠାରେ ଏକାଧିକ ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆୟୋଜିତ ବିକାଶ ସମାବେଶରେ ଜିଲ୍ଲାର ସାମଗ୍ରିକ…

Mahaprabhu’s Chapa Ritual Halted: ନରେନ୍ଦ୍ର ପୁଷ୍କରିଣୀରେ ସେବାୟତଙ୍କ ବିବାଦ; ଅଟକିଲା ମହାପ୍ରଭୁଙ୍କ ଚାପ ଖେଳ

ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଚନ୍ଦନ ଯାତ୍ରାର ନବମ ଦିବସରେ ବିଭ୍ରାଟ ଦେଖିବାକୁ ମିଳିଛି । ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଦୁଇ ଗୋଷ୍ଠୀ ସେବକଙ୍କ ମଧ୍ୟରେ ବିବାଦ ଯୋଗୁ ରାତି ଚାପ ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଇନଥିଲା। ଫଳରେ ଚାପ ନ ଖେଳି…

Police Custody Death: ପୋଲିସ ହେପାଜତରେ ଅଭିଯୁକ୍ତର ମୃତ୍ୟୁ

ପୋଲିସ ହେପାଜତରେ ଅଭିଯୁକ୍ତର ମୃତ୍ୟୁ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନାରେ ଅଭିଯୁକ୍ତ ଜୀବନ ହାରିଥିବା ଜଣାପଡ଼ିଛି । କୋର୍ଟ ଚାଲାଣ ହେବା ପୂର୍ବରୁ ଥାନା ଶୌଚାଳୟରେ ବେକରେ ଚଦର ଲଗାଇ ଜୀବନ ହାରିଥିଲେ ଅଭିଯୁକ୍ତ। ମୃତକ ଜଣକ ହେଲ ଡାବୁଗାଁ ଥାନା…

West Bengal Elections:  ଆଜି ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ବା ଶେଷ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଛି। ବାକିଥିବା ୧୪୨ ଆସନ ପାଇଁ ଆଜି ଭୋଟଗ୍ରହଣ କରାଯାଉଛି । ୧୪୮୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩.୨ କୋଟି ଭୋଟର । ଆଜି ମମତା…

Contractual AYUSH Faculty Salary Hike: ବୃଦ୍ଧି ହେଲା ରାଜ୍ୟର ଆୟୁର୍ବେଦିକ ଏବଂ ହୋମିଓପାଥି କଲେଜର ଚୁକ୍ତିଭିତ୍ତିକ ଅଧ୍ୟାପକଙ୍କ ଦରମା

ରାଜ୍ୟରେ ଆୟୁର୍ବେଦିକ ଏବଂ ହୋମିଓପାଥି ମେଡ଼ିକାଲ କଲେଜରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ ଅଧ୍ୟାପକଙ୍କ ପାଇଁ ଆସିଛି ଖୁସି ଖବର। ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ଦ୍ୱାରା ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜଗୁଡିକରେ କାର୍ଯ୍ୟରତ…