Month: April 2026

Odisha Clears 18 Investment Projects: ୩,୮୭୭.୧୪ କୋଟିର ୧୮ଟି ପ୍ରକଳ୍ପକୁ ସିଙ୍ଗିଲ୍ ୱିଣ୍ଡୋ ଅନୁମୋଦନ

ଶିଳ୍ପ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ଓଡ଼ିଶା ସରକାର ମଙ୍ଗଳବାର ଦିନ ୧୮ଟି ଶିଳ୍ପ ପ୍ରକଳ୍ପ ପାଇଁ ୩,୮୭୭.୧୪ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

State Transgender Welfare Board: ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡର ପୁର୍ନଗଠନ କଲେ ରାଜ୍ୟ ସରକାର

ରାଜ୍ୟ ସରକାର ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡର ପୁର୍ନଗଠନ କରିଛନ୍ତି । ମୁଖ୍ୟ ଶାସନ ସଚିବ ବୋର୍ଡର ଅଧ୍ୟକ୍ଷ ରହିବେ । ରାଜ୍ୟ ସାମାଜିକ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗର ସଚିବ ଏହାର ଉପାଧ୍ୟକ୍ଷ ରହିବେ । ଏହି ବିଭାଗର ନିର୍ଦ୍ଦେଶକ…

Mukhyamatri Kanya Bibaha Yojana: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାରା ରାଜ୍ୟରେ ସାମୂହିକ ବିବାହ ଉତ୍ସବ ଆୟୋଜିତ

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମାଧ୍ୟମରେ ରାଜ୍ୟର ୨୭ଟି ସ୍ଥାନରେ ଆଜି ସାମୁହିକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶହ ଶହ ଯୁବକ-ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇ ନୂଆ ଜୀବନ ଆରମ୍ଭ କରିଛନ୍ତି । ଗରିବ…

Summer Learning Programme: ଖରା ଛୁଟିରେ ପିଲାଙ୍କ ପାଇଁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ

ଖରା ଛୁଟିରେ ପିଲାମାନେ ପାଠପଢାରୁ ଦୂରେଇ ନ ଯାଆନ୍ତୁ ସେଥିପାଇଁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ଓଡ଼ିଶା ସ୍କୁଲ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି (ଓସେପା) ପକ୍ଷରୁ ଏଥର ଖରା ଛୁଟିରେ ହ୍ୱାଟ୍ସଆପ୍ ମାଧ୍ୟମରେ ‘ସମର ଲର୍ଣ୍ଣିଂ’ କାର୍ଯ୍ୟକ୍ରମ…

Women Reservation Bil: ୩୩% ନାରୀ ଶକ୍ତିଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ

୩୩% ନାରୀ ଶକ୍ତି ଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂସଦର ପାରିତ ହୋଇ ନ ପାରିବା ଓ ଏହାକୁ ନେଇ ବିରୋଧୀଙ୍କ ଭୂମିକାକୁ ସମାଲୋଚନା କରିଛନ୍ତ୍ରି ଅପରାଜିତା ।…

Ratna Bhandar Inventory: ମହାପ୍ରଭୁଙ୍କ ରତ୍ନଭଣ୍ଡାରର ୧୯୭୮ ତାଲିକା ସହ ମେଳ ଖାଉଛି ୨୦୨୬ ଗଣତିମଣତି: ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ସଂପୂର୍ଣ୍ଣ ସୁରକ୍ଷିତ ରହିଛି । ପୁରୀର ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରରେ ଗଚ୍ଛିତ ମୂଲ୍ୟବାନ ସାମଗ୍ରୀର ଚାଲୁଥିବା ତାଲିକାରେ ଏପର୍ଯ୍ୟନ୍ତ କୌଣସି ଅସଙ୍ଗତି ଚିହ୍ନଟ ହୋଇନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ।…

President Visit Rourkela: ମହିଳାଙ୍କ ବିକାଶ ବିନା ବିକଶିତ ଭାରତ ସ୍ବପ୍ନ ପୂରଣ ହୋଇପାରିବ ନାହିଁ: ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ

ଓଡ଼ିଶାରେ ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ। ରାଉରକେଲାରେ ପହଞ୍ଚି ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି। ପ୍ରାୟ ୧୫୮ କୋଟି ଟଙ୍କା ବ୍ୟୟଅଟକଳରେ ଚାରିଟି ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି। ଏଥି ମଧ୍ୟରେ ୪୮ କୋଟିର ସମନ୍ୱିତ…

Odisha Voter List Revision: ଓଡିଶାରେ ୯.୮ ଲକ୍ଷ ଭୋଟରଙ୍କ ନାମ ବାଦ ଦିଆଯାଇଥିବା ଘଟଣା; ନିର୍ବାଚନ କମିଶନକୁ ଚିଠି ଲେଖିଲେ ସାଂସଦ ସସ୍ମିତ ପାତ୍ର

ଓଡ଼ିଶାରେ ୯.୮ ଲକ୍ଷ ଭୋଟରଙ୍କ ନାମ ବାଦ ଦିଆଯିବା ନେଇ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଚିନ୍ତା ପ୍ରକାଶ କରିଛନ୍ତି। ପ୍ରକ୍ରିୟାଗତ ଅନିୟମିତତାକୁ ଉଲ୍ଲେଖ କରି କୌଣସି ନାମ ବାଦ ଦେବା ପୂର୍ବରୁ ତଦନ୍ତ କରିବାକୁ ସେ ମୁଖ୍ୟ ନିର୍ବାଚନ…

SDPO Transferred in Khandapada: ନିର୍ଯାତନା ଅଭିଯୋଗ ମଧ୍ୟରେ ବଦଳିଲେ ଖଣ୍ଡପଡ଼ା ଏସଡିପିଓ

ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ପଠାଇବା ସହ ବିଭିନ୍ନ ହୋଟେଲ ଓ ନିରୋଳା ଜାଗାକୁ ଖରାପ ଉଦ୍ଦେଶ୍ୟ ରଖି ଡାକିବା ଘଟଣାରେ ବଦଳିଲେ ଖଣ୍ଡପଡ଼ା ଏସଡିପିଓ। ଏକ ମାମଲା ରଫାଦଫା ପାଇଁ ଫେଭର୍‌ ମାଗିଥିଲେ ଏସଡିପିଓ । ଫତେଗଡ଼ ଥାନାରେ ମାମଲା ରୁଜୁ…

FSSAI Bans Ashwagandha Leaves: ଖାଦ୍ୟରେ ବ୍ୟବହାର ହେବ ନାହିଁ ଅଶ୍ବଗନ୍ଧା ପତ୍ର; କଟକଣା ଜାରି କଲା ଏଫ୍ଏସ୍ଏସ୍ଏଆଇ

ଏଣିକି ଖାଦ୍ୟରେ ବ୍ୟବହାର ହୋଇପାରିବ ନାହିଁ ଅଶ୍ୱଗନ୍ଧା । କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଉଠାଯାଇଥିବା ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଅଶ୍ୱଗନ୍ଧା ଉପରେ ନୂତନ କଟକଣା ଜାରି କରିଛି, ଯାହା…