Day: 13 October 2025

ନୂଆପଡା ନିର୍ବାଚନରେ ବ୍ୟବହାର ହେବ ହେଲିକଫ୍ଟର

ନୂଆପଡା ନିର୍ବାଚନରେ ବ୍ୟବହାର ହେବ ହେଲିକଫ୍ଟର । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍ ଗୋପାଳନ ସୂଚନା ଦେଇଛନ୍ତି । ଦୁର୍ଗମ ଅଞ୍ଚଳର ୫ଟି ସ୍ଥାନରେ ୮ଟି ବୁଥ୍‌ରେ ବ୍ୟବହାର ହେବ ହେଲିକପ୍ଟର । ଲୋକଙ୍କୁ ନେବା ଆଣିବା ପାଇଁ ବ୍ୟବହାର…

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଘୋଷଣା ହେଲା ତାରିଖ

ପାଖେଇଲାଣି ବରଗଡ ଧନୁଯାତ୍ରା । ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ଘୋଷଣା ହେଲା ତାରିଖ । ଡିସେମ୍ବର ୨୪ ରୁ ୨୦୨୬ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ…

ଚୌଦ୍ୱାର ଜେଲ୍‌ରୁ ୨ ଅପରାଧୀ ଫେରାର ଘଟଣାରେ ଜେଲରଙ୍କୁ କଣ୍ଟାବାଞ୍ଜି ବଦଳି

କଟକ ଜିଲ୍ଲା ଚୌଦ୍ୱାର ସର୍କଲ ଜେଲରୁ କଏଦୀ ଖସି ପଳାଇବା ଘଟଣାରେ ଚୌଦ୍ୱାରର ଜେଲରଙ୍କ ବଦଳି ହୋଇଛି । ଜରୁରୀ କାଳୀନ ଭିତ୍ତିରେ ଚୌଦ୍ୱାର ଜେଲର ସନ୍ତୋଷିନୀ ଦାଶଙ୍କୁ କଣ୍ଟାବାଞ୍ଜି ସବ୍‌ଜେଲ୍‌କୁ ବଦଳି କରାଯାଇଛି । ସେ କଣ୍ଟାବାଞ୍ଜି ଜେଲର ଭାବେ…

ନୂଆପଡ଼ାରେ କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର; ବିଜେଡିରେ ହାହାକାର

ନୂଆପଡ଼ା ଉପନିର୍ବାଚନ ପାଇଁ ସରଗରମ ହେଲାଣି ପ୍ରଚାର ମଇଦାନ । ନୂଆପଡ଼ା ଆଦିବାସୀ ଅଞ୍ଚଳ ହୋଇଥିବାବେଳେ ଭୋଟ୍ ହାତେଇବାକୁ ଆଦିବାସୀ କାର୍ଡ ଖେଳିଛି କଂଗ୍ରେସ । କଂଗ୍ରେସ ନୂଆପଡ଼ା ଜିଲ୍ଲା ସଭାପତି ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ଆଦିବାସୀ ଭୋଟ୍ ହାତେଇବାକୁ…

ଅର୍ଥନୀତି ବିଜ୍ଞାନରେ ୩ ବିଶିଷ୍ଟ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର

ଅର୍ଥନୀତି ବିଜ୍ଞାନରେ ୩ ବିଶିଷ୍ଟ ଅର୍ଥନୀତିଜ୍ଞଙ୍କୁ ନୋବେଲ ପୁରସ୍କାର । ଜୋଏଲ୍ ମୋକିର୍, ଫିଲିପ୍ ଆଘିଅନ୍, ଏବଂ ପିଟର୍ ହାୱିଟଙ୍କୁ ଚଳିତ ବର୍ଷ ପାଇଁ ‘ଅର୍ଥନୀତି ବିଜ୍ଞାନ’ରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ପକ୍ଷରୁ…

ହୁ ହୁ ହୋଇ ବଢ଼ି ଚାଲିଛି ସୁନା, ରୂପା ଦର; ନିବେଶ ପାଇଁ ଭଲ

ସୁନା ଓ ରୂପା ମୂଲ୍ୟରେ ନିରନ୍ତର ବୃଦ୍ଧି ଜାରି ରହିଛି । ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୧୦,୫୦୯ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୦୧୩୦୦ ଟଙ୍କା ରହିଛି…

ବଢ଼ିଲା ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପୋତ୍ସାହନ ଅବଧି

ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆବେଦନ ଅବଧି ବଢ଼ିଲା । ଇ-ମେଧାବୃତ୍ତି, ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ଆବେଦନ ଅବଧି ବୃଦ୍ଧି ହୋଇଛି। ଏହା ସହ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ଅବଧି ମଧ୍ୟ ବୃଦ୍ଧି କରାଯାଇଛି। ଯୋଜନାରେ ଆବେଦନ ପ୍ରକ୍ରିୟା…

ରାଜ୍ୟ ସରକାରୀ କୋଠା ବାହାରେ ଲାଗିବ ସିସିଟିଭି

ରାଜ୍ୟର ସମସ୍ତ ସରକାରୀ କୋଠା ବାହାରେ ଲାଗିବ ସିସିଟିଭି ଦିନକୁ ଦିନ ବୃଦ୍ଧି ପାଉଥିବା ଅପରାଧକୁ ଦୃଷ୍ଟିରେ ରହି ରାଜ୍ୟ ସରକାର ସରକାରୀ କୋଠା ବାହାରେ ସିସିଟିଭି ଲଗାଇବାକୁ ନିଷ୍ପତି ନେଇଛନ୍ତି। ଏହି ସିସିଟିଭି ଅତିକମ୍‌ରେ ୫୦୦ ମିଟର ଯାଏଁ କଭରେଜ…

ନାରୀ ହୋଇ ବି ମମତା ହୀନ ମମତା

ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲା ଦୁର୍ଗାପୁରସ୍ଥିତ ଏକ ଘରୋଇ ମେଡିକାଲ କଲେଜରେ ପଢ଼ୁଥିବା ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଏମ୍‌ବିବିଏସ୍‌ ଦ୍ଵିତୀୟ ବର୍ଷର ଛାତ୍ରୀ ଗଣଧର୍ଷଣର ଶିକାର ହୋଇଛନ୍ତି । ହେଲେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଓଡ଼ିଆ ଛାତ୍ରୀଙ୍କୁ ଗଣଧର୍ଷଣ ପରେ ବି ପଶ୍ଚିମବଙ୍ଗ…

ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ; ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଆଲୋଚନା ଚକ୍ରରେ ଦେଲେ ଯୋଗ

ଆଜି କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟ, ପୁରୀ ଠାରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ସନ୍ଦର୍ଭରେ, ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି…