Day: 21 October 2025

Nuapada By-Election: ନୂଆପଡ଼ା ଉପନିର୍ବାଚନ; ପୋଲିସ ମହାନିର୍ଦ୍ଦେଶକଙ୍କ ସମୀକ୍ଷା

ନୂଆପଡ଼ା ଉପନିର୍ବାଚନ ପାଇଁ ସରଗରମ ରାଜନୀତି। ତିନ ଦଳର ପ୍ରଚାରରେ କମ୍ପୁଛି ନୂଆପଡ଼ା।ନୂଆପଡ଼ା ଉପନିର୍ବାଚନକୁ ନେଇ ପୋଲିସ ମହାନିର୍ଦ୍ଦେଶକ ଓ୍ଵାଇବି ଖୁରାନିଆଙ୍କ ସମୀକ୍ଷା । ପୋଲିସ ମୁଖ୍ୟାଳୟ ଠାରେ ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିଜିପି । ଅବାଧ, ସ୍ୱଚ୍ଛ,…

Untimely Ratha Jatra in Punjab: SJTA asks Collector to halt May 23 Event

Untimely Ratha Jatra: ଇସ୍କନର ଅଦିନିଆ ରଥଯାତ୍ରା ନେଇ ଗଜପତି ମହାରାଜାଙ୍କ ଚିଠି

ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଇସ୍କନ ଜିବିସି (ଗଭର୍ନିଂ ବଡି କମିସନ) ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସଙ୍କୁ ମଙ୍ଗଳବାର ଦିନ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଚିଠି ଲେଖିଛନ୍ତି । ଦେଶ ବିଦେଶରେ ଥିବା ଇସ୍କନ ମନ୍ଦିରଗୁଡ଼ିକରେ ଶାସ୍ତ୍ର ଏବଂ ପୁରାତନ…

Nuapada By-Election: କଂଗ୍ରେସ ପ୍ରାର୍ଥୀ ମିଥ୍ୟା ସତ୍ୟପାଠ ଦେଇଥିବା ଅଭିଯୋଗ; ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେପି

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେପି । କଂଗ୍ରେସ ନୂଆପଡା ଉପନିର୍ବାଚନ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରାର୍ଥୀପତ୍ର ନାକଚ ପାଇଁ ଦାବୀ କଲା ବିଜେପି ।ଘାସିରାମ ମାଝୀ ମିଥ୍ୟା ସତ୍ୟପାଠ ଦେଇଥିବା ଅଭିଯୋଗ । ବିଜେପି ଅଭିଯୋଗ…

Kalinga Bali jatra: କଳିଙ୍ଗ ବାଲିଯାତ୍ରାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ପାଖେଇ ଆସୁଛି ବାଲିଯାତ୍ରା। ପାରାଦୀପ କଳିଙ୍ଗ ବାଲିଯାତ୍ରା ଉଦଘାଟନ୍‌ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି। ଏନେଇ ଆଜି ସୂଚନା ଦେଉଛନ୍ତି ଶିଳ୍ପମନ୍ତ୍ରୀ…

Cyclone Buzz: ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପଜନିତ ବର୍ଷା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ: ସୁରେଶ ପୂଜାରୀ

ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପଜନିତ ପ୍ରବଳ ବର୍ଷା ପାଇଁ ପ୍ରଶାସନ ଆର୍ଲଟ ରହିଛି ବୋଲି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ରାଜ୍ୟକୁ ଆସୁଥିବା ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ…

BJD Press Meet: ସାମାଜିକ କର୍ମୀ ରଶ୍ମୀ ପରିଜାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ଦୃଢ଼ ନିନ୍ଦା କଲେ ନବୀନ ପଟ୍ଟନାୟକ

ଜଗତସିଂହପୁରରେ ବିଜୁ ଜନତା ଦଳର କର୍ମୀ ରଶ୍ମି ପରିଜାଙ୍କ ହୋଇଥିବା ସଂଘବଦ୍ଧ ମରଣାନ୍ତକ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ନିଜ ସୋସିଆଲରେ ଏହାକୁ ଦୃଢ଼ ନିନ୍ଦା କରି କହିଛନ୍ତି ମହିଳାଙ୍କ ଉପରେ ବଢ଼ୁଥିବା ଏପରି…

why-is-odisha-prone-to-low-pressure

Odisha Weather Update: ଓଡ଼ିଶାକୁ କାହିଁକି ଛାଡ଼ୁନି ଲଘୁଚାପ ବିପଦ

ଓଡ଼ିଶାର ପିଛା ଛାଡ଼ୁନି ଲଘୁଚାପ । ଅକ୍ଟୋବରରେ ଅଧିକ ଲଘୁଚାପ ହୋଇଛି । ଏସବୁ ଭିତରେ ଆଜି ପୁନଶ୍ଚ ଲଘୁଚାପ ସୃଷ୍ଟି ହୋଇଛି, ଆସନ୍ତାକାଲି ଅବପାତର ରୂପ ନେଇପାରେ । ଆଜି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା…

7 Places In Odisha Among 10 Most Polluted cities in india Today

Diwali 2025: ପ୍ରଦୂଷଣ ପାଇଁ କେବଳ ଦୀପାବଳି ହିଁ ଦାୟୀ ନୁହେଁ

ସବୁବର୍ଷ ଦୀପାବଳି ଆସିଲେ ପ୍ରଦୂଷଣ କଥା ମନେ ପଡ଼େ । ହେଲେ ବାସ୍ତବରେ ପ୍ରଦୂଷଣ ପାଇଁ କେବଳ ଦୀପାବଳି ଦାୟୀ ନୁହେଁ । ଏହା ପଛରେ ଅନେକ କାରଣ ରହିଛି । ଗାଡିମୋଟର ଚଳାଚଳ, ଟ୍ରାଫିକ ଜାମ, ଫ୍ୟାକ୍ଟ୍ରିରୁ ବାହାରୁଥିବା ଧୂଆଁ,…

Rain alert: ଲଗାତର ୩ଟି ଲଘୁଚାପ ସମ୍ଭାବନା; ରାଜ୍ୟରେ ପ୍ରବଳ ବର୍ଷା  

ଏଥର ଲଗାଣ ବର୍ଷାରେ ଭିଜିବ ସାରା ରାଜ୍ୟ । ଗୋଟିଏ ନୁହେଁ ଲଗାତର ୩ଟି ଲଘୁଚାପ ନେଇ ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ । ସେ କହିଛନ୍ତି ଗୋଟିଏ ସୃଷ୍ଟି ହୋଇଛି, ୨୬ ବେଳକୁ ଦ୍ବିତୀୟ, ୨୯ ବେଳକୁ…

Puri shrimandir; ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ୍‌ ଫୋନ୍; ଫଟୋ ଉଠାଇବା ସମୟରେ ଜଣେ ଗୁମାସ୍ତା ଅଟକ

ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ୍‌ ଫୋନ୍ । ଫଟୋ ଉଠାଇବା ସମୟରେ ଜଣେ ଗୁମାସ୍ତାଙ୍କୁ ଅଟକ ରଖାଯାଇଛି। ପ୍ରତିହାରୀ ନିଯୋଗ ସମ୍ମୁଖରେ ଫଟୋ ଉଠାଇ ଧରାପଡ଼ିଛନ୍ତି ଗୁମାସ୍ତା।ଗୁମାସ୍ତା ଫୋନ୍‌ରେ ଯାତ୍ରୀଙ୍କ ଫଟୋ ଉଠାଇଥିବା ସୂଚନା ମିଳିଛି। ବର୍ତ୍ତମାନ ଯାଏଁ ଗୁମାସ୍ତାଙ୍କ ପରିଚୟ…