Day: 10 October 2025

ଭି.କେ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ କଲେ ଶ୍ରୀମୟୀ

ଦଳରୁ ନିଲମ୍ବିତ ହେବା ପରେ ବିଜେଡି ଉପରେ ରୋଷ ଝାଡ଼ିଛନ୍ତି ଶ୍ରୀମୟୀ ମିଶ୍ର । ବିଜେଡିକୁ ଟ୍ରାକ୍କୁ ଫେରାଇ ଆଣିବାକୁ ବିଦ୍ରୋହର ଆହ୍ବାନ ଦେଇଛନ୍ତି । ସିଧାସଳଖ ଭି.କେ ପାଣ୍ଡିଆନଙ୍କୁ ନିଶାନା କରି ବର୍ଷିଛନ୍ତି ଶ୍ରୀମୟୀ । ପୂର୍ବରୁ ସୋସିଆଲ ମିଡ଼ିଆରେ…

ମାରିଆ କୋରିନା ପାଇଲେ ନୋବେଲ ଶାନ୍ତି ପୁରସ୍କାର

ନରୱେଜିଆନ ନୋବେଲ କମିଟି ପକ୍ଷରୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ଭେନେଜୁଏଲାର ବିରୋଧୀ ନେତା ମାରିଆ କୋରିନାଙ୍କୁ ଏହି ମର୍ଯ୍ୟାଦାଜନକ ନୋବେଲ ସମ୍ମାନ ପ୍ରଦାନ କରାଯାଇଛି । ଭେନେଜୁଏଲାର ଲୋକଙ୍କ ପାଇଁ ଗଣତାନ୍ତ୍ରିକ ଅଧିକାରକୁ…

ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିବ ମୌସୁମୀ

ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଅପସାରଣ ହେବା ନେଇ ପାଗ ଅନୁକୂଳ ହେବାରେ ଲାଗିଛି । ଆଇଏମଡି ବିସ୍ତାରିତ ପରିସର ଆକଳନରେ ସୂଚନା ଦେଇଛି ଯେ, ଦେଶର ଅବଶିଷ୍ଟ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ ପ୍ରତ୍ୟାହାର ପାଇଁ ପାଗ…

ଲାଞ୍ଚ ନେଇ ଧରାପଡ଼ିଲେ ଆରପିଏଫ ହାବିଲଦାର

ରାଉରକେଲାର ବିର୍ସା ମୁଣ୍ଡା ଛକରେ ଶୁକ୍ରବାର ସକାଳେ ସ୍ଥାନୀୟ ଜଣେ ମହିଳାଙ୍କଠାରୁ ୧୫,୦୦୦ ଟଙ୍କା ନେବା ସମୟରେ ରେଲୱେ ପ୍ରୋଟେକ୍ସନ୍ ଫୋର୍ସ (RPF) ଯବାନଙ୍କୁ ସିବିଆଇ ଗିରଫ କରିଛି । ଅଭିଯୁକ୍ତ ମହମ୍ମଦ ଇସ୍ରାର ବନ୍ଧମୁଣ୍ଡା ଆରପିଏଫ ଷ୍ଟେସନରେ ଅବସ୍ଥାପିତ ଅଛନ୍ତି…

ସୁରକ୍ଷା ସମସ୍ୟା ପାଇଁ ପାକିସ୍ତାନରେ ଇଣ୍ଟରନେଟ୍ ସେବା ବନ୍ଦ

ପାକିସ୍ତାନ ସରକାର ଇସଲାମାବାଦ ଓ ରାୱଲପିଣ୍ଡିରେ ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ କରିଦେଇଛନ୍ତି । କଟରପନ୍ଥୀ ଇସଲାମି ପାର୍ଟି ତେହେରିକ୍-ଏ-ଲବୈକ୍ ପାକିସ୍ତାନ(TLP)ର ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ରାଜଧାନୀ ଇସଲାମାବାଦକୁ ସଂଯୋଗ କରୁଥିବା ବିଭିନ୍ନ…

୯ ଆନ୍ତଃରାଜ୍ୟ ଡକାୟତ ଗିରଫ; ୫ ବନ୍ଧୁକ ଜବତ

କେନ୍ଦୁଝର ଟାଉନ ଥାନା ପୋଲିସ ୯ ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିବା ସହ ୫ଟି ବନ୍ଧୁକ ଜବତ କରିଛି । ପୋଲିସ ସେମାନଙ୍କୁ ନରଣପୁର ଶିବ ମନ୍ଦିର ନିକଟରୁ ଗିରଫ କରିଛି । କେନ୍ଦୁଝର ପୋଲିସର ସ୍ୱତନ୍ତ୍ର ଟିମ୍‌ର ମିଳିତ…

ଭାରତ ଏବଂ ୟୁକେ ମଧ୍ୟରେ ୪୬୮ ନିୟୁତ ଡଲାରର ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର

ଭାରତ ଏବଂ ୟୁକେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ୪୬୮ ନିୟୁତ ଡଲାରର ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ଭାରତ ଗସ୍ତର ଦ୍ୱିତୀୟ ଏବଂ ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…