Day: 23 October 2025

BJD Slams BJP Over ‘Fabricated’ Arrest of Bikram Panda in Pitabasa Murder Case

Pitabash Panda Murder Case: ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି

ଗଞ୍ଜାମର ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ, ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କ ଗିରଫକୁ ନେଇ ବିଜୁ ଜନତା ଦଳ ତାର ଆଭିମୁଖ୍ୟ କଡ଼ା କରିଛି । ବିଜୁ ଜନତା ଦଳ ତରଫରୁ ଜାରି…

congress demand shut down web channel: ଓ୍ବେବ୍-ଚାନେଲ ବନ୍ଦ କରିବାକୁ ରାଜ୍ୟବ୍ୟାପୀ ଦାବି ଜଣାଇଲା କଂଗ୍ରେସ

ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ଆଗୁଆ ଥିବା ଜାଣି ନିନ୍ଦୁକମାନେ ଜନମତକୁ ବିଭ୍ରାନ୍ତ କରିବାରେ ଲାଗିପଡ଼ିଛନ୍ତି। ଅଙ୍କୁଶବିହୀନ ସାମାଜିକ ଗଣମାଧ୍ୟମରେ ଯାଚ୍ଛାତା ପ୍ରଚାରରେ ମାତିଯାଇଛନ୍ତି। ପିସିସି ସଭାପତି ଜନନେତା ଭକ୍ତ ଚରଣ ଦାସ, ତାଙ୍କ…

ECoR launches campaign to warn Selfie Takers on Railway Tracks

Railway Track Reels, Selfies: ପୂର୍ବତଟ ରେଳପଥର କଡ଼ା ଚେତାବନୀ: ଟ୍ରାକ୍ ନିକଟରେ କିମ୍ବା ଟ୍ରେନ୍‌ରେ ସେଲ୍‌ଫି ନେଲେ ହେବ କାର୍ଯ୍ୟାନୁଷ୍ଠାନ

ପୂର୍ବତଟ ରେଳପଥ ଜନସାଧାରଣଙ୍କୁ ବିଶେଷକରି ଯୁବପିଢ଼ି ଏବଂ ସାମାଜିକ ଗଣମାଧ୍ୟମ ରୁଚିଶୀଳମାନଙ୍କୁ ରେଳପଥ ଉପରେ, ଟ୍ରାକ୍ ନିକଟରେ କିମ୍ବା ଚାଲୁଥିବା ଟ୍ରେନ୍‌ର ଫୁଟବୋର୍ଡ କିମ୍ବା ଛାତ ଉପରେ ଭିଡିଓ ସୁଟିଂ କରିବା କିମ୍ବା “ରିଲ୍‌” ତିଆରି କରିବାର ମାରାତ୍ମକ ଏବଂ ବେଆଇନ…

vedanta-to-invest-rs-1-lakh-crore-in-odisha-1-lakh-new-employment-opportunity-

Vedanta to invest in Odisha: ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାର ନିବେଶ କରିବ ବେଦାନ୍ତ; ସୃଷ୍ଟି ହେବ ୧ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ

ଆଜି ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଜ୍ୟରେ କେତେକ ନୂଆ ଶିଳ୍ପ ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି । ଏହି ଆଲୋଚନାରୁ ଜଣାଯାଇଛି ଯେ, ଆଗାମୀ ଦିନରେ ବେଦାନ୍ତ…

Nuapada By-Election: ନୂଆପଡା ଉପନିର୍ବାଚନ ପାଇଁ ବଞ୍ଜାରୀ ଦେବୀ ମନ୍ଦିରରୁ ପ୍ରଚାର ଅଭିଯାନ ଆରମ୍ଭ କଲା ବିଜେଡି 

ବିଜୁ ଜନତା ଦଳ ଗୁରୁବାର ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରଚାର ଅଭିଯାନର ଶୁଭାରମ୍ଭ କରିଛି । ମା’ ବଞ୍ଜାରୀ ଦେବୀ ମନ୍ଦିରରେ ବିଜେଡିର ବରିଷ୍ଠ ନେତାମାନେ ନୂଆପଡ଼ା ଉପନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ବିପୁଳ…

Nuapada By-Election: ନୂଆପଡ଼ାରେ ଆଦିବାସୀ ସମାଜର ସମ୍ମିଳନୀରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କୁ ସମର୍ଥନ

ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ତଥା ବିଜେଡି ନେତା ଭାନୁ ପ୍ରତାପ ସିଂ ମାଝୀଙ୍କ ନେତୃତ୍ୱରେ ଆଜି ନୂଆପଡ଼ା ଟାନୱଟ ଠାରେ ଏକ ଆଦିବାସୀ ସମ୍ମିଳନୀ ଆୟୋଜନ ହୋଇଯାଇଛି । ନୂଆପଡାରେ ଆଜି ଆୟୋଜିତ ସମ୍ବୋଧନା ଓ ମିଶ୍ରଣ…

BJP’s power show in Nuapada

ନୂଆପଡ଼ାରେ ୨୫ ତାରିଖ ପରେ ଦମ ଦେଖାଇବ ବିଜେପି

ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଏସବୁ ଭିତରେ ବିଜେଡିର ବିକ୍ରମ ପଣ୍ଡାଙ୍କ ଗିରଫଦାରୀ ଏକ ନୂଆ ମୋଡ଼ ନେଇପାରେ । ଅନ୍ୟପକ୍ଷରେ ନୂଆପଡ଼ାରେ ଆସନ୍ତା ୨୫ ତାରିଖ ପରେ ବିଜେପି ତାର ଦମ ଦେଖାଇବ ।…

Pitabas Panda Murder: ପୀତବାସ ପଣ୍ଡା ହତ୍ୟା ମାମଲା;  ଆତ୍ମସମର୍ପଣ କଲା ଫେରାର୍‌ ଅଭିଯୁକ୍ତ ସୁଦର୍ଶନ ଜେନା

ପୀତବାସ ପଣ୍ଡା ହତ୍ୟା ମାମଲାରେ ଆତ୍ମସମର୍ପଣ କରିଛି ଫେରାର୍‌ ଅଭିଯୁକ୍ତ ସୁଦର୍ଶନ ଜେନା । ଘଟଣା ପରଠାରୁ ସୁଦର୍ଶନ ଫେରାର ଥିଲେ। ଆଜି ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସହଯୋଗୀ ଥିଲା ସୁଦର୍ଶନ…

Why is BJD protecting murder accused?

ହତ୍ୟା ଅଭିଯୁକ୍ତଙ୍କୁ କାହିଁକି ସୁରକ୍ଷା ଦେଉଛି ବିଜେଡି ?

ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଜେଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଗିରଫ ହୋଇଛନ୍ତି । ତେବେ ରାଜନୈତିକ ଉଦ୍ଦେଶ୍ୟ ରଖି ବିକ୍ରମଙ୍କୁ ଫସାଇ ଦିଆଯାଇଥିବା ଓ ଏଥିପାଇଁ ସରକାର ଓ…

Nitin Gadkari to Visit Odisha: ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରି

ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି । ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ରୋଡ କଂଗ୍ରେସର ୮୪ତମ ଅଧିବେଶନ। ଏଥିରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଯୋଗ ଦେବାର…