Day: 9 October 2025

Subrata Chhatoi refutes allegations against 'Vanik'

‘ବାଣିକ’ ନାଁରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କଲେ ସୁବ୍ରତ ଛାଟୋଇ

ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ ଭୁବନେଶ୍ଵରର ପ୍ରତିଷ୍ଠିତ କୋଚିଂ ସେଣ୍ଟର ‘ବାଣିକ’ ରେ କ୍ରାଇମବ୍ରାଞ୍ଚ ଚଢ଼ାଉ ପରେ ‘ବାଣିକ’ ନାଁରେ ହୋଇଥିବା ଅଭିଯୋଗକୁ ମୁଖ୍ୟ ସୁବ୍ରତ ଛାଟୋଇ ଖଣ୍ଡନ କରିଛନ୍ତି । ବାଣିକ୍‌’ର ପୋଲିସ SI ପରୀକ୍ଷା ଘୋଟାଲାରେ…

BJD launches month-long padyatra

ସାକ୍ଷୀଗୋପାଳରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ, ତାଙ୍କର ଜନ୍ମମାଟି ସୁଆଣ୍ଡୋ ଗ୍ରାମରେ ଉକ୍ରଳମଣିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ବିଜୁ ଜନତା ଦଳ ତାର ପଦଯାତ୍ରା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଗାନ୍ଧୀ ଜୟନ୍ତୀରେ ଅର୍ଥାତ ଅକ୍ଟୋବର ୨…

Final voter list for Nuapada by-election released

ନୂଆପଡ଼ା ଉପନିର୍ବାଚନ ୨୦୨୫: ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଆଜି ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ସହିତ ଚୁଡାନ୍ତ ଭୋଟର୍ ତାଲିକା ପ୍ରକାଶିତ କରିଛନ୍ତି । ସୂଚନାଯୋଗ୍ୟ ଯେ ନୂଆପଡା ବିଧାନ ସଭା ମଣ୍ଡଳୀ – ୭୧ ନୂଆପଡା, ୧୧ – କଳାହାଣ୍ଡି ପାର୍ଲିଆମେଣ୍ଟରୀ ନିର୍ବାଚନ ମଣ୍ଡଳୀ…

ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟିଂର ଫଳାଫଳ ସ୍ଥଗିତ

ପୌର ପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ହୋଇଥିବା ଭୋଟିଂ ଶେଷ ହୋଇଛି । ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଉପରେ ଭୋଟିଂ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ମତଦାନ କରାଯାଇ ଫଳାଫଳ ଘୋଷଣାକୁ ସ୍ଥଗିତ…

ଏସଆଇ ନିଯୁକ୍ତି ଘୋଟାଲା ମାମଲା: ବଣିକ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ୍‌

ଓଡ଼ିଶା ପୋଲିସ ସବ୍‌-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତିରେ ଘୋଟାଲା ଅଭିଯୋଗକୁ ନେଇ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ସିଆର୍‌ପି ଛକସ୍ଥିତ ‘ବଣିକ’ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର ବେହେରା ସୂଚନା ଦେଇ କହିଛନ୍ତି ଗିରଫ ହୋଇଥିବା ୧୧୪…

ଉଭୟ ପଡ଼ିଆରେ ହେବ ବାଲିଯାତ୍ରା

ଉପର ପଡ଼ିଆରେ ହେବ ଐତିହାସିକ ବାଲିଯାତ୍ରା। ଉପର ପଡ଼ିଆରେ ବାଲିଯାତ୍ରା ହେବାକୁ ନେଇ ମିଳିଲା ଅନୁମତି। ଏନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ। ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ। ଉଭୟ ପଡ଼ିଆରେ ଗାଇଡ଼ଲାଇନ ଭିତ୍ତିରେ…

ପାଣ୍ଡେରାରେ ହେବ ଆଧୁନିକ ମାଛ ବଜାର; ଆସନ୍ତା ୧୧ରେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ପାଣ୍ଡେରାରେ ହେବ ଆଧୁନିକ ମାଛ ବଜାର । ଆସନ୍ତା ୧୧ରେ ଭୁବନେଶ୍ୱର ପାଣ୍ଡରାରେ ଫିସ ମାର୍କେଟର ଶିଳାନ୍ୟାସ । VCରେ ଫିସ୍‌ ମାର୍କେଟ୍‌ର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୬୦ କୋଟି ବ୍ୟୟରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ଯୋଜନାରେ…

ପ୍ରକାଶ ପାଇଲା ନୂଆପଡ଼ାର ଚୂଡ଼ାନ୍ତ ଭୋଟର ତାଲିକା

ପ୍ରକାଶ ପାଇଲା ନୂଆପଡ଼ା ବିଧାନସଭାର ଚୂଡ଼ାନ୍ତ ଭୋଟର ତାଲିକା । ଉପନିର୍ବାଚନକୁ ମାସେ ବାକି ଥିବାବେଳେ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ସବୁ ରାଜନୈତିକ ଦଳ ଉପସ୍ଥିତିରେ ତାଲିକା ପ୍ରକାଶ କଲେ ଜିଲ୍ଲାପାଳ…

Election bell rings in Nuapada; where is Naveen?

ବାଜିଲାଣି ନୂଆପଡ଼ା ଉପନିର୍ବାଚନ ବିଗୁଲ; କେଉଁଠି ନବୀନ?

ଓଡ଼ିଶାରେ ଏବେ ବିଜେପି ନେତୃତ୍ବାଧୀନ ସରକାର ସମୟରେ ପ୍ରଥମ ଉପନିର୍ବାଚନ ହେବାକୁ ଯାଉଛି । ନୂଆପଡ଼ା ବିଧାନସଭା କ୍ଷେତ୍ରରେ ରାଜେନ୍ଦ୍ର ଢୋଲକିଆଙ୍କ ଅକାଳ ବିୟୋଗ ପରେ ଆସନ ଖାଲି ପଡ଼ିଛି । ଏହା ମୋହନ ସରକାରଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ…

ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ ମହେଶ ନିଆଲ

ନୂଆପଡା ଉପନିର୍ବାଚନ ପୂର୍ବରୁ ତୀବ୍ର ହୋଇଛି ରାଜନୈତିକ କସରତ । ଏହାରି ମଧ୍ୟ ବିଜେଡିକୁ ଲାଗିଛି ଶକ୍ତ ଝଟକା। ଶଙ୍ଖ ଛାଡିକି ହାତ ଧରିଲେ ମହେଶ ନିଆଲ । ଆଜି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦର…