Day: 14 October 2025

Duragapur survivor's mole friend arrested

ଦୁର୍ଗାପୁର ଗଣଧର୍ଷଣ ମାମଲାରେ ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଗିରଫ

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଧର୍ଷଣ ମାମଲା ପୀଡ଼ିତାଙ୍କ ବୟଫ୍ରେଣ୍ଡଙ୍କୁ ଗିରଫ କଲା ଦୁର୍ଗାପୁର ପୋଲିସ । ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଧର୍ଷଣ ମାମଲାରେ ମଙ୍ଗଳବାର ଦିନ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ଦୁର୍ଗାପୁର ପୋଲିସ ଗିରଫ କରିଛି । କ୍ୟାମ୍ପସ…

Odisha’s 2nd Regional Plant Resource Centre to Come Up in Keonjhar

କେନ୍ଦୁଝର ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ କେନ୍ଦୁଝର ସାନଘାଗରାରେ ପ୍ରତିଷ୍ଠା ହେବାକୁ ଥିବା ନୂତନ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (Regional Plant Resource Centre) ବିଷୟରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ…

CPSE-2024 Exam Announcement Expected Soon

ସବୁ ଜେଲ୍‌କୁ ସରପ୍ରାଇଜ୍ ଭିଜିଟ୍‌ ପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶ

ତତ୍ପରତା ଦେଖାଇଲା ଜେଲ୍‌ ବିଭାଗ । ଗୃହ ବିଭାଗର ଚିଠି ପରେ ପ୍ରତି ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପି ମାନଙ୍କୁ ଚିଠି କଲା ଜେଲ୍ ବିଭାଗ । ସବୁ ଜେଲ୍‌କୁ ସରପ୍ରାଇଜ୍ ଭିଜିଟ୍‌ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ…

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପରିସରରେ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କୁ ମାଡ଼ ଅଭିଯୋଗ

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପରିସରରେ ହୋଇଥିବା ଇଣ୍ଟର ମେଡିକାଲ କଲେଜ ମିଟରେ ଗଣ୍ଡଗୋଳ। ଗତକାଲି ସନ୍ଧ୍ୟାରେ ବୁର୍ଲା, କଟକ ଏସସିବି ମେଡିକାଲର ଛାତ୍ରଛାତ୍ରମାନେ ଏମକେସିଜି ମେଡିକାଲକୁ ଆସିଥିଲେ। କଟକ ଓ ବୁର୍ଲା ଛାତ୍ର ମାନଙ୍କ ସହ ବ୍ରହ୍ମପୁର ଏମକେସିଜି ମେଡିକାଲ…

Nuapada Bypoll : Jai Dholakia seeks blessings of Basant Panda

ନୂଆପଡ଼ା ଉପନିର୍ବାଚନ: ବସନ୍ତ ପଣ୍ଡାଙ୍କୁ ଭେଟି ଆଶୀର୍ବାଦ ନେଲେ ଜୟ ଢୋଲକିଆ

ଭାରତୀୟ ଜନତା ପାର୍ଟିରେ ମିଶିବା ପରେ ଆଜି ନୂଆପଡ଼ା ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ପୂର୍ବତନ ରାଜ୍ୟ ସଭାପତି, ପୂର୍ବତନ ସାଂସଦ ତଥା ପୂର୍ବତନ ବିଧାୟକ ବସନ୍ତ ପଣ୍ଡାଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଛନ୍ତି । ଜୟ…

ବିହାର ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ବିହାର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପ୍ରଥମ ପର୍ଯ୍ୟାୟରେ ୭୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ତେବେ ଏହି ତାଲିକାରେ ବରିଷ୍ଠ ବିଜେପି ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ତାରାପୁର ସିଟରୁ ଟିକେଟ୍…

ଦୀପାବଳି ପୂର୍ବରୁ ଜାରି ହେଲା ଗାଇଡଲାଇନ; ସନ୍ଧ୍ୟା ୭ଟାରୁ ୯ଟା ଯାଏ ବାଣ ଫୁଟାଇବାକୁ ଅନୁମତି

ଦୀପାବଳି ପୂର୍ବରୁ ଜାରି ହେଲା ଗାଇଡଲାଇନ । ସନ୍ଧ୍ୟା ୭ଟାରୁ ୯ଟା ଯାଏ ବାଣ ଫୁଟାଇବାକୁ ମିଳିଲା ଅନୁମତି । ଏ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ବାଣ ଫୁଟାଇବା ସମୟରେ ସୁରକ୍ଷା ପାଇଁ…

e-KYC କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ

ଇକେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ଯେଉଁମାନେ ଇକେୱାଇସି କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବ ନାହିଁ । ଏ ନେଇ ଆଜି ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି,…

ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ୍‌ ଫୋନ୍‌; ବ୍ୟବହାର ହେବ ୱାକିଟକି: ଗିରୀଶ ଚନ୍ଦ୍ର ମୁର୍ମୁ

ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ୍‌ ଫୋନ୍‌। ଶ୍ରୀମନ୍ଦିରକୁ କୌଣସି ପୋଲିସ କିମ୍ବା ସେବାୟତ ବି ନେଇ ପାରିବେନି ମୋବଇଲ୍‌। ତେଣୁ ଆଗକୁ ଶ୍ରୀମନ୍ଦିର ସୁରକ୍ଷା ପାଇଁ ୱାକିଟକି ବ୍ୟବସ୍ଥା ହେବ । କାହାକୁ ହଇରାଣ କରିବାକୁ ନୁହେଁ, ଶ୍ରୀମନ୍ଦିର ସୁରକ୍ଷା…

coconut is playing vital role in Odisha politics

ସବୁ ସେ ପଇଡ଼ର ଖେଳ: ସେବେ ୫୦୦; ଏବେ ୧୦୦୦

ଏବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପଇଡ଼ ପିଉଥିବା ଭିଡିଓଟି ବେଶ ଭାଇରାଲ ହେଉଛି । ସେ ପଇଡ଼ ପିଇବା ପରେ ଦୋକାନୀଙ୍କୁ ୧୦୦୦ ଟଙ୍କା ଦେଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ଶ୍ରୀ…