ଆଜି ରାତି ୮ଟାରେ ରାଷ୍ଟ୍ରକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ‘ଅପରେସନ୍ ସିନ୍ଦୂର’ ପରେ ଏହା ମୋଦିଙ୍କ ପ୍ରଥମ ସମ୍ବୋଧନ। NSA, CDS, ତିନି ସେନା ମୁଖ୍ୟଙ୍କ ସହ ସରିଛି ଆଲୋଚନା। ଅପରେସନ ସିନ୍ଦୂର ସମ୍ପର୍କରେ…

ଆଲୋଚନା ପୂର୍ବରୁ DGMO ବ୍ରିଫିଂ; ଲଢେ଼ଇ ପାଇଁ ୩ ସେନା ପୂରା ପ୍ରସ୍ତୁତ ହୋଇ ରହିଛି

ଅପରେସନ ସିନ୍ଦୂରକୁ ନେଇ ତିନି ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଆଲୋଚନା ପୂର୍ବରୁ DGMO ବ୍ରିଫିଂ ।ଅପରେସନ ସିନ୍ଦୂର ନେଇ ଦ୍ବିତୀୟ ବ୍ରିଫିଂ । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଲେ ଆମ ଲଢ଼େଇ ଆତଙ୍କବାଦ ଓ ଆତଙ୍କୀଙ୍କ ବିରୋଧରେ…

ଭୁବନେଶ୍ୱର ନୂଆ ଷ୍ଟେସନରୁ ଗଡ଼ିଲା ୩ଟି ଏକ୍ସପ୍ରେସ୍

ଭୁବନେଶ୍ୱର ନୂଆ ଷ୍ଟେସନରୁ ଗଡ଼ିଲା ୩ଟି ନୂଆ ଟ୍ରେନ୍। ଏହା ଦ୍ୱାରା ଭୁବନେଶ୍ୱର ଉତ୍ତର ଏବଂ କଟକ ଆଠଗଡ଼ ଅଞ୍ଚଳର ଲୋକେ ବିଶେଷ ଉପକୃତ ହେବେ। ସେହି ଟ୍ରେନ୍‌ଗୁଡ଼ିକ ହେଲ ଭୁବନେଶ୍ୱର-CSMT ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ, ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ଏବଂ…

ଶ୍ରୀମନ୍ଦିର ସୁରକ୍ଷା ପାଇଁ ଜଗିବ ବଜ୍ର ଯାନ

ଶ୍ରୀମନ୍ଦିର ସୁରକ୍ଷାରେ ମୁତୟନ ହେଲା ଆର୍ମଡ୍‌ ଭେଇକିଲ୍‌‌ । ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି ଡିଜିପି ୱାଇବି ଖୁରାନିଆ । ଶ୍ରୀମନ୍ଦିର ସୁରକ୍ଷାରେ ଯୋଡି ହେଲା କେନ୍ଦ୍ର ସୁରକ୍ଷା ବଳର ବଜ୍ର ଯାନ । ଏଥିରେ ବିଭିନ୍ନ ଅତ୍ୟାଧୁନିକ…

ଅପରେସନ୍ ସିନ୍ଦୂରର ସଫଳତା; ଆହୁରି ଭୋଗିବ ପାକିସ୍ତାନ: ସମ୍ବିତ ପାତ୍ର

ଆହୁରି ଭୋଗିବ ପାକିସ୍ତାନ। ଅପରେସନ୍ ସିନ୍ଦୂରର ସଫଳତା ପରେ ପ୍ରଥମ ଥର ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦଳର ମୁଖପାତ୍ର ତଥା ପୁରୀ ଲୋକସଭା ସାଂସଦ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଅପରେସନ ‘ସିନ୍ଦୂର’କୁ ନେଇ ବିଜେପି…

ଟେଷ୍ଟରୁ ଅବସର ନେଲେ ବିରାଟ କୋହଲି

ଟେଷ୍ଟରୁ ସନ୍ନ୍ୟାସ ନେଲେ ବିରାଟ କୋହଲି । ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଅବସର ଘୋଷଣା କଲେ ବିରାଟ । କିଛିଦିନ ତଳେ ଅବସର ନେଇଥିଲେ ରୋହିତ ଶର୍ମା । ଗତ ସପ୍ତାହରେ ବିରାଟ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଆଜି…

ଆଜି ଭାରତ ପାକ ମଧ୍ୟରେ ଫାଇନାଲ ଆଲୋଚନା

ଅସ୍ତ୍ରବିରତି ପରେ ଆଜି ଭାରତ-ପାକ୍‌ ଫାଇନାଲ ଆଲୋଚନା ।ଦିନ ୧୨ଟାରେ ଉଭୟ ଦେଶର ଡିଜିଏମଓ ସ୍ତରୀୟ ହେବ ଆଲୋଚନା। ମେ’ ୧୦ର ବୈଠକରେ ଉଭୟ ଦେଶ ଅସ୍ତ୍ରବିରତିକୁ ସହମତି ଦେଇଥିଲେ । ଅସ୍ତ୍ରବିରତି ପରଠାରୁ ସୀମାରେ ରହିଛି ଶାନ୍ତି ପରିବେଶ ।…

ଅପରେସନ ସିନ୍ଦୂର: ପାକିସ୍ତାନର ପ୍ରତିରକ୍ଷା କ୍ଷମତା ଛାରଖାର

ଅପରେସନ୍‌ ସିନ୍ଦୂରକୁ ନେଇ ଆଜି ଭାରତର ତିନି ସେନାର ପ୍ରେସ୍‌ମିଟ୍‌ । DGMO, DGAO, DGNOଙ୍କ ପକ୍ଷରୁ ମିଳିତ ପ୍ରେସମିଟ୍‌ କରିଛନ୍ତି। ପହଲଗାମ ଆତଙ୍କୀ ହମଲା ପରେ ଭାରତର ତିନି ସେନା ମେ ୭ ତାରିଖରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ…

ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ

ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ । ଦୀଘା ମନ୍ଦିର ବିବାଦ ପରେ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ମହାପ୍ରଭୁଙ୍କ ସେବା କାର୍ଯ୍ୟରୁ ଏକ ମାସ ପାଇଁ ନିଲମ୍ବିତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ…

ସରିନି ଅପରେସନ ସିନ୍ଦୂର; ଗୁଳିର ଜବାବ ଦିଆଯିବ ଗୋଳାରେ: ପ୍ରଧାନମନ୍ତ୍ରୀ

ସରିନି ଅପରେସନ ସିନ୍ଦୂର। ଭାରତ-ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତିକୁ ନେଇ ଉଭୟ ଦେଶ ସହମତି ଜଣାଇବା ପରେ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ୩ ସେନା ମୁଖ୍ୟଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହାପରେ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…