Latest Post

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବି.ଆର୍ ଗବାଇ

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବି.ଆର୍ ଗବାଇ । ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ଜଷ୍ଟିସ ଗବାଇଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଷ୍ଟିସ୍ ଗଭାଇ ଭାରତର ପ୍ରଥମ…

ରାଜଧାନୀରେ ପରାକ୍ରମ ଶୋଭାଯାତ୍ରା; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରୁ ବାହାରିଲା ପରାକ୍ରମ ଶୋଭାଯାତ୍ରା । ଅପରେସନ ସିନ୍ଦୂର ସଫଳ ପରେ ୩ ସେନାକୁ ସାଲ୍ୟୁଟ ପାଇଁ ଶୋଭାଯାତ୍ରା । ପରାକ୍ରମ ଶୋଭାଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜିର ଏହି ଶୋଭାଯାତ୍ରାରେ ଏଥିରେ ବିଭିନ୍ନ…

ଓପିଏସ୍‌ସି ଓ ଓଏସ୍‌ଏସ୍‌ସିର ନୂତନ ସଦସ୍ୟ ଭାବେ ୪ ଜଣଙ୍କୁ ମିଳିଲା ନିଯୁକ୍ତି

ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଓ ଓଡ଼ିଶା ଷ୍ଟାପ ସିଲେକ୍ସନ କମିଶନର (ଓଏସ୍‌ଏସ୍‌ସି)ରେ ଦୁଇଜଣ ଲେଖାଏଁ ସଦସ୍ୟଙ୍କୁ ସାମିଲ କରାଯାଇଛି। ପ୍ରଫେସର ମିହିର ପ୍ରସାଦ ମିଶ୍ର ହେଲେ ଓପିଏସ୍‌ସିର ନୂଆ ସଦସ୍ୟ । ପୁରୀ ଏସ୍‌ସିଏସ୍‌ କଲେଜର ଅଧ୍ୟକ୍ଷ ଅଛନ୍ତି ମିହିର…

ଶିକ୍ଷକ ବଦଳି ସୁପାରିସ କରିପାରିବେ ସାଂସଦ, ବିଧାୟକ

ମେ ୧୫ ରୁ ଜୁନ୍ ୧୫ ମଧ୍ୟରେ ଶିକ୍ଷକ ବଦଳି ପ୍ରକ୍ରିୟା ଆରମ୍ଭ କରାଯିବ । ଏହି ପରିପ୍ରେକ୍ଷୀରେ ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ହୋଇଛି । ସୂଚନା ଅନୁଯାୟୀ…

ଅର୍ଚ୍ଚନା ନାଗ୍‌ଙ୍କୁ ଷ୍ଟେଟ୍‌ ବାର୍‌ କାଉନସିଲ୍‌ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌

ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ । ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ଷ୍ଟେଟ୍‌ ବାର୍‌ କାଉନସିଲ୍‌ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି । ସୂଚନା ଅନୁଯାୟୀ ଅର୍ଚ୍ଚନା ଓକିଲାତି ଲାଇସେନ୍ସ ପାଇଁ ଦେଇଥିବା ଆବେଦନରେ ତାଙ୍କ ନାଁରେ ଥିବା ଫୌଜଦାରୀ…

ଯାଜପୁର ଛତିଆରେ ବୋମା ବିସ୍ଫୋରଣ; ୨ ମୃତ

ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ବସଷ୍ଟାଣ୍ଡ ନିକଟରେ ବୋମା ବିସ୍ଫୋରଣ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେଉଁ ପରିସ୍ଥିତିରେ ବିସ୍ଫୋରଣ…

ବୈଦେଶିକ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀ; ମୋଦୀ ସରକାରଙ୍କ ଫୋକସରେ ପିଓକେ

ବୈଦେଶିକ ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ କରି ଆଜି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛି । ପାକିସ୍ତାନ ଅଧିକୃତ କାଶ୍ମୀର ବ ଅବୈଧ ଅଧିକୃତ ଭାରତୀୟ ଅଞ୍ଚଳ ପିଓକେ ପାକିସ୍ତାନ ଖାଲି କରୁ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ।…

ବନୀକରଣ ନାଁରେ ଦୁର୍ନୀତି ମାମଲା: ଡେପୁଟି ରେଞ୍ଜରଙ୍କ ସହ ୪ ଗିରଫ

ବନୀକରଣ ନାଁରେ ବଡ଼ ଦୁର୍ନୀତି ମାମଲାରେ ୪ ବନ ଅଧିକାରୀ ଗିରଫ । ପ୍ରାୟ ୮୦ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଭାରପ୍ରାପ୍ତ ଡେପୁଟି ରେଞ୍ଜର୍ ସମେତ ୪ ବନ ଅଧିକାରୀ ଗିରଫ କଲା ଭିଜିଲାନ୍ସ । ଡେପୁଟି ରେଞ୍ଜର୍ ସୈରେନ୍ଦ୍ରି…

ଆଣ୍ଡାମାନ ଛୁଇଁଲା ମୌସୁମୀ; ରାଜ୍ୟରେ ବର୍ଷା ସମ୍ଭାବନା

ଆଣ୍ଡାମାନ ଛୁଇଁଲା ମୌସୁମୀ । ଆଜି ଆଣ୍ଡାମାନ ସାଗରରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି। ଆଜି ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନରେ ଆଗକୁ ବଢ଼ିବ ମୌସୁମୀ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ନିର୍ଦ୍ଦିଷ୍ଟ ଅଞ୍ଚଳଗୁଡ଼ିକୁ ମୌସୁମୀର ଅଗ୍ରଗତି ପାଇଁ…

ଭାରତ ମାତା କୀ ଜୟ ଶୁଣିଲେ ଥରୁଛି ଶତ୍ରୁଙ୍କ ଛାତି: ନରେନ୍ଦ୍ର ମୋଦି

ଆଦମପୁର ଏୟାରବେସ୍‌ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ ।ବୀର ଯବାନଙ୍କୁ ଭେଟି ଆଲୋଚନା ପରେ ସମ୍ବୋଧନ କରିଛନ୍ତି। ମୋଦୀ କହିଛନ୍ତି ଶତ୍ରୁଙ୍କ ଉପରେ ଭାରତ ମାତାର ଜୟ ହୋଇଛି । ଆପଣମାନେ ଇତିହାସ ରଚିଛନ୍ତି, ଆପଣଙ୍କ ଦର୍ଶନ ପାଇଁ ଆସିଛି । ଆପଣମାନଙ୍କ…