ବଢ଼ିଲା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା
ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା ବଢ଼ିଲା । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ୍ ଜୟଶଙ୍କରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଅତିରିକ୍ତ ବୁଲେଟପ୍ରୁଫ୍ ଗାଡ଼ି ସହ ବଢ଼ିଲା ଜୟଶଙ୍କରଙ୍କ ସୁରକ୍ଷା । ଜୟଶଙ୍କରଙ୍କୁ…
ଏସ୍ଡିପିଓଙ୍କ ଆତ୍ମହତ୍ୟା ଚେତାବନୀ; ଉପରିସ୍ଥ ଅଧିକାରୀଙ୍କୁ ଲେଖିଲେ ଚିଠି
ଆତ୍ମହତ୍ୟା ପାଇଁ ଚିଠି ଲେଖିଲେ ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଏସ୍ଡିପିଓ ବ୍ରଜମୋହନ ପ୍ରଧାନ । IGଙ୍କୁ ଚିଠି ଲେଖିଲେ ଜଳେଶ୍ବର ଏସ୍ଡିପିଓ ବ୍ରଜମୋହନ ପ୍ରଧାନ । ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଆଉ କାମରେ ଚାପ ଦିଆଯାଉଥିବା ଅଭିଯୋଗ କରି ଚିଠି…
୨୦ ଦିନ ପରେ ବିଏସଏଫ ଯବାନଙ୍କୁ ଛାଡ଼ିଲା ପାକିସ୍ତାନ
ବିଏସଏଫ କନଷ୍ଟେବଲଙ୍କୁ ଛାଡ଼ିଲା ପାକିସ୍ତାନ । ୨୦ ଦିନ ପରେ ସ୍ବଦେଶ ଫେରିଲେ ପାକିସ୍ତାନୀଙ୍କ ହେପାଜତରେ ଥିବା ବିଏସଏଫ ଯବାନ । ଅଟାରି-ୱାଘା ସୀମା ଦେଇ ଭାରତ ଫେରିଲେ ଯବାନ। ଭୁଲ୍ବଶତଃ ସୀମା ଅତିକ୍ରମ କରିଥିବାରୁ ଅଟକ ରଖିଥିଲା ପାକିସ୍ତାନ ।…
ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବି.ଆର୍ ଗବାଇ
ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବି.ଆର୍ ଗବାଇ । ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ଜଷ୍ଟିସ ଗବାଇଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଷ୍ଟିସ୍ ଗଭାଇ ଭାରତର ପ୍ରଥମ…
ରାଜଧାନୀରେ ପରାକ୍ରମ ଶୋଭାଯାତ୍ରା; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରୁ ବାହାରିଲା ପରାକ୍ରମ ଶୋଭାଯାତ୍ରା । ଅପରେସନ ସିନ୍ଦୂର ସଫଳ ପରେ ୩ ସେନାକୁ ସାଲ୍ୟୁଟ ପାଇଁ ଶୋଭାଯାତ୍ରା । ପରାକ୍ରମ ଶୋଭାଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜିର ଏହି ଶୋଭାଯାତ୍ରାରେ ଏଥିରେ ବିଭିନ୍ନ…
ଓପିଏସ୍ସି ଓ ଓଏସ୍ଏସ୍ସିର ନୂତନ ସଦସ୍ୟ ଭାବେ ୪ ଜଣଙ୍କୁ ମିଳିଲା ନିଯୁକ୍ତି
ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଓ ଓଡ଼ିଶା ଷ୍ଟାପ ସିଲେକ୍ସନ କମିଶନର (ଓଏସ୍ଏସ୍ସି)ରେ ଦୁଇଜଣ ଲେଖାଏଁ ସଦସ୍ୟଙ୍କୁ ସାମିଲ କରାଯାଇଛି। ପ୍ରଫେସର ମିହିର ପ୍ରସାଦ ମିଶ୍ର ହେଲେ ଓପିଏସ୍ସିର ନୂଆ ସଦସ୍ୟ । ପୁରୀ ଏସ୍ସିଏସ୍ କଲେଜର ଅଧ୍ୟକ୍ଷ ଅଛନ୍ତି ମିହିର…
ଶିକ୍ଷକ ବଦଳି ସୁପାରିସ କରିପାରିବେ ସାଂସଦ, ବିଧାୟକ
ମେ ୧୫ ରୁ ଜୁନ୍ ୧୫ ମଧ୍ୟରେ ଶିକ୍ଷକ ବଦଳି ପ୍ରକ୍ରିୟା ଆରମ୍ଭ କରାଯିବ । ଏହି ପରିପ୍ରେକ୍ଷୀରେ ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ହୋଇଛି । ସୂଚନା ଅନୁଯାୟୀ…
ଅର୍ଚ୍ଚନା ନାଗ୍ଙ୍କୁ ଷ୍ଟେଟ୍ ବାର୍ କାଉନସିଲ୍ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍
ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ । ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ଷ୍ଟେଟ୍ ବାର୍ କାଉନସିଲ୍ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସୂଚନା ଅନୁଯାୟୀ ଅର୍ଚ୍ଚନା ଓକିଲାତି ଲାଇସେନ୍ସ ପାଇଁ ଦେଇଥିବା ଆବେଦନରେ ତାଙ୍କ ନାଁରେ ଥିବା ଫୌଜଦାରୀ…
ଯାଜପୁର ଛତିଆରେ ବୋମା ବିସ୍ଫୋରଣ; ୨ ମୃତ
ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ବସଷ୍ଟାଣ୍ଡ ନିକଟରେ ବୋମା ବିସ୍ଫୋରଣ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେଉଁ ପରିସ୍ଥିତିରେ ବିସ୍ଫୋରଣ…
ବୈଦେଶିକ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀ; ମୋଦୀ ସରକାରଙ୍କ ଫୋକସରେ ପିଓକେ
ବୈଦେଶିକ ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ କରି ଆଜି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛି । ପାକିସ୍ତାନ ଅଧିକୃତ କାଶ୍ମୀର ବ ଅବୈଧ ଅଧିକୃତ ଭାରତୀୟ ଅଞ୍ଚଳ ପିଓକେ ପାକିସ୍ତାନ ଖାଲି କରୁ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ।…