ପ୍ରକାଶ ପାଇଲା ବିଜ୍ଞପ୍ତି। ଓଟିଇଟି ପାଇଁ ଆସନ୍ତା ୨୪ରୁ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଜୁଲାଇ ୫ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ। ତେବେ www.bseodisha.ac.inରେ କେବଳ ଅନଲାଇନ୍‌ ମାଧ୍ୟମରେ ଆବେଦନ କରିହେବ। ଏହାପରେ ଅଗଷ୍ଟ ୨ରେ ଆଡମିଟ୍‌ କାର୍ଡ ମିଳିବ। ଅଗଷ୍ଟ ୯ ତାରିଖରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି।

 

Leave a Reply

Your email address will not be published. Required fields are marked *